ଧାନର ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବ ବିଧାନସଭା ଗୃହ କମିଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବ ବିଧାନସଭା ଗୃହ କମିଟି। ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୃହ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି।

ଆସନ୍ତା ୨୮ ତାରିଖ ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଗୃହ କମିଟି ଭେଟିବାକୁ ନିଷ୍ପତ୍ତି ହୋଇଛି। ଏଥତ୍ପାଇଁ ବାଚସ୍ପତି ଚିଠି ଲେଖି ସମୟ ମାଗିବେ ବୋଲି ଦାମ କହିଛନ୍ତି।

ପୂର୍ବରୁ ଏନେଇ ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ଭେଟିବାକୁ ସମୟ ଦେଇ ନଥିଲେ। ଯଦି ପ୍ରଧାନମନ୍ତ୍ରୀ ସମୟ ନ ଦିଅନ୍ତି ତାହାଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦବାହିନୀପତି। ଅନ୍ୟପକ୍ଷରେ ତାରାଙ୍କ ମନ୍ତବ୍ୟ ଉପରେ ବିଜେପି ଜବାବ ରହିଛି।

ଦେଖନ୍ତୁ ଭିଡିଓ।

Ordigital Desk
• Published: Friday, 17 November 2017
• Updated: 17 November 2017, 08:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବ ବିଧାନସଭା ଗୃହ କମିଟି। ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୃହ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି।

ଆସନ୍ତା ୨୮ ତାରିଖ ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଗୃହ କମିଟି ଭେଟିବାକୁ ନିଷ୍ପତ୍ତି ହୋଇଛି। ଏଥତ୍ପାଇଁ ବାଚସ୍ପତି ଚିଠି ଲେଖି ସମୟ ମାଗିବେ ବୋଲି ଦାମ କହିଛନ୍ତି।

ପୂର୍ବରୁ ଏନେଇ ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ଭେଟିବାକୁ ସମୟ ଦେଇ ନଥିଲେ। ଯଦି ପ୍ରଧାନମନ୍ତ୍ରୀ ସମୟ ନ ଦିଅନ୍ତି ତାହାଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦବାହିନୀପତି। ଅନ୍ୟପକ୍ଷରେ ତାରାଙ୍କ ମନ୍ତବ୍ୟ ଉପରେ ବିଜେପି ଜବାବ ରହିଛି।

ଦେଖନ୍ତୁ ଭିଡିଓ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos