ଚରିତ୍ର ସନ୍ଦେହ କରି ସ୍ତ୍ରୀକୁ କୁରାଢ଼ିରେ ହାଣିଦେଲା ସ୍ୱାମୀ

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ଚରିତ୍ର ସନ୍ଦେହ କରି ସ୍ତ୍ରୀକୁ ପ୍ରଥମେ କାଠ ଫାଳିଆରେ ପିଟିଲା ପରେ କୁରାଢିରେ ହାଣି ହତ୍ୟା କଲା ସ୍ୱାମୀ! ଏପରି ବୀଭତ୍ସ ହତ୍ୟାକାଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତିରିଂ ଥାନା ଡୋଲାଜୁଡି ଗାଁର ବୁଢ଼ାନ ବାସ୍କେ ନିଜ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ। ଏହାକୁ ନେଇ ଅନେକ ସମୟରେ ସ୍ୱାମୀ ଓ […]

Baripada

Baripada

Manoranjan Sial
  • Published: Wednesday, 29 June 2022
  • Updated: 29 June 2022, 06:25 PM IST

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ଚରିତ୍ର ସନ୍ଦେହ କରି ସ୍ତ୍ରୀକୁ ପ୍ରଥମେ କାଠ ଫାଳିଆରେ ପିଟିଲା ପରେ କୁରାଢିରେ ହାଣି ହତ୍ୟା କଲା ସ୍ୱାମୀ! ଏପରି ବୀଭତ୍ସ ହତ୍ୟାକାଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ତିରିଂ ଥାନା ଡୋଲାଜୁଡି ଗାଁର ବୁଢ଼ାନ ବାସ୍କେ ନିଜ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ। ଏହାକୁ ନେଇ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ହେଲେ ମଙ୍ଗଳବାର ରାତିରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ରାଗରେ ଜର୍ଜରିତ ବୁଢ଼ାନ କାଠ ଫାଳିଆରେ ତାଙ୍କ ପତ୍ନୀଙ୍କୁ ପିଟି ଥିଲେ। ପରେ କୁରଡିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ବୁଧବାର ସୂଚନା ପାଇ ତିରିଂ ଥାନା ପୁଲିସ ଗାଁରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି। ପତ୍ନୀ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ବୁଢ଼ାନ ବାସ୍କେକୁ ଗିରଫ କରି କୋର୍ଟ ଚାଲାଣ କରିଦେଇଛି। ଏଥିସହିତ ହତ୍ୟାରେ ବ୍ୟବହୃତ କୁରାଢ଼ି ଓ ରକ୍ତଭିଜା କାଠ ଫାଳିଆ ଜବତ କରିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଅଭିଯୁକ୍ତ ସ୍ୱାମୀ ହତ୍ୟା କରିଥିବା ପୁଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story