ସାବିତ୍ରୀ ବ୍ରତରେ ମଦ୍ୟପ ସ୍ୱାମୀର ଥାର୍ଡ଼ ଡିଗ୍ରୀ

ଜଳେଶ୍ୱର(ଅଜିତ୍ ଦାସ):ଆଜି ଥିଲା ସାବିତ୍ରୀ ବ୍ରତ। ସ୍ୱାମୀର ଦୀର୍ଘାୟୁ କାମନା କରି ସ୍ତ୍ରୀ ମାନେ କରିଥାନ୍ତି ସାବିତ୍ରୀ ବ୍ରତ। ମାତ୍ର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବାଗପୁଞ୍ଜି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସକାଳେ ସାବିତ୍ରୀ ବ୍ରତ କରିଥିବା ସ୍ତ୍ରୀକୁ ସନ୍ଧ୍ୟାରେ ସ୍ୱାମୀ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ଏନେଇ ସମ୍ପୃକ୍ତ ମହିଳାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱାମୀକୁ ପୁଲିସ ଅଟକ ରଖିଛି। ଅଭିଯୋଗ ଅନୁସାରେ ବାଗପୁଞ୍ଜି […]

bcco

bcco

Tapas Behera
  • Published: Monday, 03 June 2019
  • Updated: 03 June 2019, 10:28 PM IST

Sports

Latest News

ଜଳେଶ୍ୱର(ଅଜିତ୍ ଦାସ):ଆଜି ଥିଲା ସାବିତ୍ରୀ ବ୍ରତ। ସ୍ୱାମୀର ଦୀର୍ଘାୟୁ କାମନା କରି ସ୍ତ୍ରୀ ମାନେ କରିଥାନ୍ତି ସାବିତ୍ରୀ ବ୍ରତ। ମାତ୍ର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବାଗପୁଞ୍ଜି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସକାଳେ ସାବିତ୍ରୀ ବ୍ରତ କରିଥିବା ସ୍ତ୍ରୀକୁ ସନ୍ଧ୍ୟାରେ ସ୍ୱାମୀ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ଏନେଇ ସମ୍ପୃକ୍ତ ମହିଳାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱାମୀକୁ ପୁଲିସ ଅଟକ ରଖିଛି।

ଅଭିଯୋଗ ଅନୁସାରେ ବାଗପୁଞ୍ଜି ଗ୍ରାମର କାର୍ଯ୍ୟରତ ହୋମଗାର୍ଡ ଲକ୍ଷ୍ମୀଧର ସିଂ ମଦ୍ୟପାନ କରି ଘରକୁ ଫେରିଥିଲେ । କିନ୍ତୁ ତାଙ୍କ ସ୍ତ୍ରୀ ଆଜି ସାବିତ୍ରୀ ବ୍ରତ ଭଳି ଦିନରେ ମଦ୍ୟପାନ କରି ଆସିଥିବାରୁ ତାଙ୍କୁ ବିରୋଧ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଏକ କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ପିଟି ଫଟାଇଦେଇ ଥିଲେ ସ୍ୱାମୀ।

ଗୁରୁତର ଅବସ୍ଥା ରେ ତାଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସ୍ୱାମୀ ଲକ୍ଷ୍ମୀଧର ସିଂକୁ ଜଳେଶ୍ୱର iic ଅଟକ ରଖି ତଦନ୍ତ ଜାରିରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story