ଜଳିଗଲେ ସ୍ତ୍ରୀ, ଗୋବର ବୋଳିଲେ ସ୍ୱାମୀ

ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ବେଣଡ଼ିହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କ ଦେହରେ ନିଆଁ ଲାଗି ଯିବାରୁ ତାଙ୍କ ସ୍ୱାମୀ ତାଙ୍କ ଦେହରେ ଗୋବର ବୋଳି ଡାକ୍ତରଖାନା ଆଣିଥିବା ଦେଖିବାକୁ ମିଳିଛି। ଗତକାଲି ଗାଁର ଗୌରୀ ଦେହୁରୀ ଓ ତାଙ୍କ ସ୍ୱାମୀ ବାବୁଲି ଦେହୁରୀ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଘର ଭିତରେ ନିଆଁ ଜାଳି ଶୋଇଥିଲେ। ହେଲେ ଅଧ ରାତିରେ ନିଆଁ ଗୌରୀଙ୍କ ଶାଢ଼ିରେ […]

kjr-11

kjr-11

Jyoshna Pradhan
  • Published: Tuesday, 14 January 2020
  • Updated: 14 January 2020, 02:20 PM IST

Sports

Latest News

ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ବେଣଡ଼ିହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କ ଦେହରେ ନିଆଁ ଲାଗି ଯିବାରୁ ତାଙ୍କ ସ୍ୱାମୀ ତାଙ୍କ ଦେହରେ ଗୋବର ବୋଳି ଡାକ୍ତରଖାନା ଆଣିଥିବା ଦେଖିବାକୁ ମିଳିଛି।

ଗତକାଲି ଗାଁର ଗୌରୀ ଦେହୁରୀ ଓ ତାଙ୍କ ସ୍ୱାମୀ ବାବୁଲି ଦେହୁରୀ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଘର ଭିତରେ ନିଆଁ ଜାଳି ଶୋଇଥିଲେ। ହେଲେ ଅଧ ରାତିରେ ନିଆଁ ଗୌରୀଙ୍କ ଶାଢ଼ିରେ ଲାଗି ଯାଇଥିଲା। ଆଉ ଦେଖୁ ଦେଖୁ ଗୌରୀଙ୍କ ଦେହ ସାରା ନିଆଁ ଲାଗି ଯାଇଥିଲା। ତାଙ୍କ ସ୍ୱାମୀ ବାବୁଲି ପାଣି ଢାଳି ନିଆଁ ଲିଭାଇଲା ବେଳକୁ ଗୌରୀଙ୍କ ଶରୀରର ବହୁ ଅଂଶ ଜଳିଯାଇଥିଲା। ତେବେ ଗୌରୀଙ୍କ ଶରୀରର ପୋଡ଼ା ଅଂଶ ଜଲଦି ଭଲ ହେବ ଭାବି ତାଙ୍କ ସ୍ୱାମୀ ଦେହ ସାରା ଗାଈ ଗୋବର ଲେପି ତେଲକୋଇ ଡାକ୍ତରଖାନାକୁ ଆଣିଥିଲେ। ଗୌରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story