ଅସୁସ୍ଥ ମାଈ ହାତୀ ଠାବ: ହରପିସ୍‌ ଭୁତାଣୁରେ ସଂକ୍ରମିତ ଆଶଙ୍କା

ବାଙ୍କୀ(ସଞ୍ଜିପ କୁମାର ନାୟକ): କଟକ ଜିଲ୍ଲା ବାଆଁରା କୁଅମଡ଼ା ଗାଁ ନିକଟ ଜଙ୍ଗଲରେ ଏକ ଅସୁସ୍ଥ ମାଈ ହାତୀ ଠାବ କରାଯାଇଛି। ଆଜି ସକାଳେ ହାତୀଟି ଅସୁସ୍ଥ ଅବସ୍ଥାରେ  ପଡ଼ିଥିବା  ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ବନ ବିଭାଗକୁ  ଖବର ଦେଇଥିଲେ। ଘଟଣାସ୍ଥଳରେ ବାଙ୍କୀ ଡମପଡା ବନବିଭାଗ ଅଧିକାରୀ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି। ତେବେ ହାତୀଟି ଭୂତାଣୁ ରୋଗରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ଗତ ଦୁଇ ଦିନ ତଳେ ଏହି ଅଞ୍ଚଳରେ […]

elephant

elephant

Jyoshna Pradhan
  • Published: Thursday, 26 September 2019
  • Updated: 26 September 2019, 03:12 PM IST

Sports

Latest News

ବାଙ୍କୀ(ସଞ୍ଜିପ କୁମାର ନାୟକ): କଟକ ଜିଲ୍ଲା ବାଆଁରା କୁଅମଡ଼ା ଗାଁ ନିକଟ ଜଙ୍ଗଲରେ ଏକ ଅସୁସ୍ଥ ମାଈ ହାତୀ ଠାବ କରାଯାଇଛି। ଆଜି ସକାଳେ ହାତୀଟି ଅସୁସ୍ଥ ଅବସ୍ଥାରେ  ପଡ଼ିଥିବା  ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ବନ ବିଭାଗକୁ  ଖବର ଦେଇଥିଲେ। ଘଟଣାସ୍ଥଳରେ ବାଙ୍କୀ ଡମପଡା ବନବିଭାଗ ଅଧିକାରୀ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି।

ତେବେ ହାତୀଟି ଭୂତାଣୁ ରୋଗରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି। ଗତ ଦୁଇ ଦିନ ତଳେ ଏହି ଅଞ୍ଚଳରେ ହାତୀପଲ ବୁଲୁଥିବା ଦେଖିବାକୁ ମିଳିଥିଲା। ଉକ୍ତ ପଲରେ ୧୩ଟି ହାତୀ ଥିଲେ। ଏହି ଅସୁସ୍ଥ ହାତୀଟି ଚାଲିବାକୁ ଅକ୍ଷମ ହେବାରୁ ଅନ୍ୟମାନେ ଛାଡ଼ି ପଳାଇଥିବା ଅନୁମାନ କରାଯାଉଛି।

ତେବେ ଏନେଇ ପିସିସିଏଫ୍ ହରିଶଙ୍କର ଉପାଧ୍ୟାୟ କହିଛନ୍ତି,“ଆମ ଡାକ୍ତରୀ ଟିମ୍‌ ସନ୍ଦେହ କରୁଛନ୍ତି ଯେ ହାତୀଟି ହରପିସ୍‌ ଭୁତାଣୁରେ ସଂକ୍ରମିତ ହୋଇଥାଇପାରେ। ହାତୀର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ହରପିସ୍‌ ଭୁତାଣୁ ଚିହ୍ନଟ ନିମନ୍ତେ କୌଣସି ନିର୍ଦ୍ଧିଷ୍ଟ ପଦ୍ଧତି ନାହିଁ। ଏଥିରେ ସଂକ୍ରମିତ ପ୍ରାଣୀକୁ ଅଲଗା କରି ରଖାଯାଉଛି। ଏହାପରେ ଭାରତ ଓ ଭାରତ ବାହାରେ ଥିବା ବିଶେଷଜ୍ଞଙ୍କ ସହ ପରାମର୍ଶ କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି।  ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story