ସକାଳ ୧୦ଟା ଯାଏ ସତର୍କ ରୁହନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବ। ଏନେଇ ୧୬ ଜିଲ୍ଲାକୁ ସକାଳ୧୦ଟା ଯାଏ ସତର୍କ ରହିବାକୁ  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି।

ଏହି ଜିଲ୍ଲାଗୁଡ଼ିକ ହେଉଛି- ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ,କନ୍ଧମାଳ, ବରଗଡ଼, ନୂଆପଡ଼ା, ଅନୁଗୋଳ, ଢେଙ୍କାନାଳ,କେନ୍ଦୁଝର,ମୟୂରଭଞ୍ଜ, ଦେବଗଡ଼, କଳାହାଣ୍ଡି ଓ ସୋନପୁର।

ଆହୁରି ପଢ଼ନ୍ତୁ

ରାଜ୍ୟରେ ନୂଆ ୧,୯୦୪  କରୋନା ଆକ୍ରାନ୍ତ ଚିହ୍ନଟ

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସର୍ଭେ ପର୍ଦ୍ଦାଫାସ ପରେ ଦେଢ଼ ବର୍ଷ ତଳର କେସ ଖୋଳତାଡ଼ !

ସାଂସଦଙ୍କ ଫେକ୍ ଭିଡିଓ: ଦେଢ଼ବର୍ଷ ଯାଏ ଶୋଇଥିଲା କାହିଁକି ପୁଲିସ୍?

ସ୍କୁଲ ଫି ଛାଡ଼ ମାମଲା: ୭ ଦିନରେ ଜବାବ ଦେବାକୁ ରାଜ୍ୟକୁ ନିର୍ଦ୍ଦେଶ

ରାଜ୍ୟରେ ୨ ହଜାର ତଳକୁ ଖସିଲା ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା

ବାପାଙ୍କୁ ଖୋଜିବା ପାଇଁ ମୁଁ ଡାକ୍ତରଖାନାରୁ ଡାକ୍ତରଖାନା ବୁଲିଲି , ଶେଷରେ ୧୫ ଦିନ ପରେ ଫୋନ୍‌ ଆସିଲା…

ଆସୁଛି ବଡ଼ ବର୍ଷା

ଆଜି ୨୦୧୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୮୫୧ ଲୋକାଲ୍‌ କେସ

କେବେ ନିରବତା ଭାଙ୍ଗିବ ସିଏମ୍ଓ ?

ପୁରୀ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ବେଙ୍ଗାଲୁରୁ ଲଭଷ୍ଟୋରୀରେ ମଧ୍ୟସ୍ଥି ସାଜି ମର୍ଡର କରିବାକୁ ଯାଇଥିଲେ ଓଡ଼ିଆ ଯୁବକ, ମିଳିଲା ୭ ବର୍ଷ ଜେଲଦଣ୍ଡ

ମକଦ୍ଦମା ଧମକ ପରେ ଅପରାଜିତାଙ୍କ ଅଫିସ୍‌‌ ଖୋଲିଦେଲା ବିଏମ୍‌ସି