ଇଚ୍ଛାଧୀନ କୋଟା କେଳେଙ୍କାରୀ: ରହିବା ପାଇଁ ନେଲେ, କରୁଛନ୍ତି ବେପାର!

ଭୁବନେଶ୍ୱର: ବାସଗୃହ ପାଇଁ ନିଆଯାଇଛି ଘର। ହେଲେ ସେଠି ଚାଲିଛି ଅଫିସ୍। ଏପରିକି ଜଣେ ବ୍ୟକ୍ତି ହାତେଇଛନ୍ତି ଏକାଧିକ ପ୍ଳଟ୍ ଓ ଫ୍ଳାଟ। ସରକାରୀ ଅଧିକାରୀ ମଧ୍ୟ କରିଛନ୍ତି ଚଞ୍ଚକତା। ସ୍ପେଶାଲ ଅଡିଟ୍‌ ଡ୍ରାଫଟ୍ ରିପୋର୍ଟରେ ରହିଛି ଏହି ତଥ୍ୟ।  ଅଡିଟ୍‌ ରିପୋର୍ଟ ଅନୁଯାୟୀ, ଇଚ୍ଛାଧୀନ କୋଟାରେ ଘର ପାଇଁ ଦିଆଯାଇଥିବା ଜାଗାରେ ହେଉଛି ଅନ୍ୟ କାର୍ଯ୍ୟାଳୟ। ଷ୍ଟେଟ ହାଉସିଂ ବୋର୍ଡରୁ ବି.କେ.ମଲ୍ଲିକ ନାମକ ବ୍ୟକ୍ତି ଇଚ୍ଛାଧୀନ କୋଟାରେ ଘର ନେଇଥିଲେ। ହେଲେ ଏଠି କିଟ୍ ଗେଷ୍ଟ […]

dq

dq

Rakesh Mallick
  • Published: Tuesday, 06 June 2017
  • Updated: 06 June 2017, 08:54 PM IST

Sports

Latest News

ଭୁବନେଶ୍ୱର: ବାସଗୃହ ପାଇଁ ନିଆଯାଇଛି ଘର। ହେଲେ ସେଠି ଚାଲିଛି ଅଫିସ୍। ଏପରିକି ଜଣେ ବ୍ୟକ୍ତି ହାତେଇଛନ୍ତି ଏକାଧିକ ପ୍ଳଟ୍ ଓ ଫ୍ଳାଟ। ସରକାରୀ ଅଧିକାରୀ ମଧ୍ୟ କରିଛନ୍ତି ଚଞ୍ଚକତା। ସ୍ପେଶାଲ ଅଡିଟ୍‌ ଡ୍ରାଫଟ୍ ରିପୋର୍ଟରେ ରହିଛି ଏହି ତଥ୍ୟ।  ଅଡିଟ୍‌ ରିପୋର୍ଟ ଅନୁଯାୟୀ, ଇଚ୍ଛାଧୀନ କୋଟାରେ ଘର ପାଇଁ ଦିଆଯାଇଥିବା ଜାଗାରେ ହେଉଛି ଅନ୍ୟ କାର୍ଯ୍ୟାଳୟ। ଷ୍ଟେଟ ହାଉସିଂ ବୋର୍ଡରୁ ବି.କେ.ମଲ୍ଲିକ ନାମକ ବ୍ୟକ୍ତି ଇଚ୍ଛାଧୀନ କୋଟାରେ ଘର ନେଇଥିଲେ। ହେଲେ ଏଠି କିଟ୍ ଗେଷ୍ଟ ହାଉସ ଅଛି। ସେହିପରି ସେସୁ ଚିଫ୍ ଏକଜିକ୍ୟୁଟିଭ୍‌ ଅଫିସର ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ଘର ନେଇଥିଲେ। ଯେଉଁଠି ଏବେ ଅଛି ସେସୁ ଅଫିସ୍। ହୁଡକୋ ରିଜିଓନାଲ୍ ଅଫିସ ଘର ନାଁରେ ଅଫିସ୍ ଖୋଲିଛନ୍ତି। ଜଣେ ପୂର୍ବତନ ସରକାରୀ ଅଧିକାରୀଙ୍କୁ ହାଉସିଂ ବୋର୍ଡ ଘର ଦେଇଥିଲା। ହେଲେ ଏ ସଂପର୍କିତ କାଗଜ ପତ୍ର ଅଫିସରୁ ଗାଏବ ହୋଇଯାଇଛି। ସେହିପରି ରାଜ୍ୟ ଆବଣ୍ଟନ ନିୟମକୁ ଉଲ୍ଲଂଘନ କରି କପିଳ ପ୍ରସାଦ ଅଞ୍ଚଳରେ ଷ୍ଟେଟ ହାଉସିଂ ବୋର୍ଡର କେତେକ କର୍ମଚାରୀ ପ୍ଲଟ ଓ ଫ୍ଲାଟ ହାତେଇଥିବା ରିପୋର୍ଟରେ ଅଛି।

ସେହିପରି ଇଚ୍ଛାଧୀନ କୋଟାରେ ପ୍ଲଟ ଆବଣ୍ଚନ ୨ ବର୍ଷ ପରେ ମଧ୍ୟ ଘର ନିର୍ମାଣ ହୋଇନଥିବାରୁ ଏହାକୁ ଚଢ଼ା ଦରରେ ବିକ୍ରି ଉଦ୍ଦେଶ୍ୟ ଥାଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ହାତେଇଥିବା ୮,୪୯୮ଟି ପ୍ଲଟ କୋଟାରୁ ୬,୬୨୧ଟିରେ ଘର ନିର୍ମାଣ ହୋଇନାହିଁ। ମାତ୍ର ୨୨ ପ୍ରତିଶତ ନିୟମ ଆଧାରରେ ଘର ନିର୍ମାଣ କରିଛନ୍ତି। ଏ କ୍ଷେତ୍ରରେ ରାଜ୍ୟ ସରକାର କି ପଦକ୍ଷେପ ନେବେ?

ଜାନୁୟାରୀ ୧୯୯୫ ରୁ ମାର୍ଚ୍ଚ ୨୦୧୫ ମଧ୍ୟରେ ବିଡିଏ, ସିଡିଏ , ହାଉସିଂ ବୋର୍ଡ ଏବଂ ସାଧାରଣ ପ୍ରଶାସନ ବିଭାଗରୁ ଇଚ୍ଛାଧୀନ କୋଟାରେ ଏକାଧିକ ଜମି, ଘର ଓ ଫ୍ଲାଟ ହାତେଇଥିବା ବ୍ୟକ୍ତି ଓ ଅନୁଷ୍ଠାନ ଉପରେ ସରକାର ସ୍ପେଶାଲ ଅଡିଟ୍ କରିବାକୁ ନିଷ୍ପତ୍ତି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story