ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁଙ୍କ ବାଲୁକା କଳା

ପୁରୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ ବାଲୁକା କଳା ପ୍ରଦର୍ଶନ କରିଛନ୍ତି। ପୁରୀ ବେଳାଭୂମିରେ ପୃଥକ୍ ପୃଥକ୍ ଭାବେ ୨ଟି ବାଲୁକା କଳା କରାଯାଇଛି। ବାଲୁକାମୂର୍ତ୍ତିରେ ସୁଦର୍ଶନ ନାରୀର ସାହାସିକତାକୁ ଦର୍ଶାଇଥିବା ବେଳେ ଅନ୍ୟପଟେ ଲାଇଟ ହାଉସ ବେଳାଭୂମିରେ ମାନସ ନାରୀମାନଙ୍କ ଉପରେ କିଛି ସନ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସମାଜରେ ନାରୀ ପ୍ରତ୍ୟେକ କ୍ଷେତ୍ରରେ କିଭଳି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ତାହା ମାନସ ଦର୍ଶାଇଛନ୍ତି । ଉଭୟ ବାଲୁକାମୂର୍ତ୍ତିକୁ […]

balukakala

balukakala

Rakesh Mallick
  • Published: Tuesday, 08 March 2016
  • Updated: 08 March 2016, 03:17 AM IST

ପୁରୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ମାନସ ସାହୁ ବାଲୁକା କଳା ପ୍ରଦର୍ଶନ କରିଛନ୍ତି। ପୁରୀ ବେଳାଭୂମିରେ ପୃଥକ୍ ପୃଥକ୍ ଭାବେ ୨ଟି ବାଲୁକା କଳା କରାଯାଇଛି। ବାଲୁକାମୂର୍ତ୍ତିରେ ସୁଦର୍ଶନ ନାରୀର ସାହାସିକତାକୁ ଦର୍ଶାଇଥିବା ବେଳେ ଅନ୍ୟପଟେ ଲାଇଟ ହାଉସ ବେଳାଭୂମିରେ ମାନସ ନାରୀମାନଙ୍କ ଉପରେ କିଛି ସନ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସମାଜରେ ନାରୀ ପ୍ରତ୍ୟେକ କ୍ଷେତ୍ରରେ କିଭଳି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ତାହା ମାନସ ଦର୍ଶାଇଛନ୍ତି । ଉଭୟ ବାଲୁକାମୂର୍ତ୍ତିକୁ ଦେଖିବାଲାଗି ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story