ଜଗମୋହନ ମରାମତି କାମ ଅନୁଧ୍ୟାନ କଲେ ଗଜପତି

ପୁରୀ: ଶ୍ରୀକ୍ଷେତ୍ରରେ ଜଗମୋହନ ସ୍ଥାୟୀ ସୁରକ୍ଷା ପାଇଁ ମରାମତି କାର୍ଯ୍ୟ ଚାଲିଛି। ଏଏସ୍‌ଆଇ ପକ୍ଷରୁ ଜଗମୋହନର ଉତ୍ତର-ପୂର୍ବ ଓ ଉତ୍ତର-ପଶ୍ଚିମରୁ ଗୋଟିଏ ଲେଖାଏଁ ଲେୟାର ପଥର କାଢି ଦିଆଯାଇଛି। ଦ୍ୱିତୀୟ ଲେୟାର ପଥର ଭଲ ସ୍ଥିତିରେ ଥିବାରୁ ଏହାରି ଉପରେ ଷ୍ଟିଲ ପୋର୍ଟାଲ ବକ୍ସ ଫ୍ରେମ୍‌ ରଖାଯାଇ ପାରିବ ବୋଲି ଏଏସ୍‌ଆଇର ଡାଇରେକ୍ଟର କଞ୍ଜରଭେସନ୍‌ ଆର,ଏସ୍‌. ଜାମୁଏଲ କହିଛନ୍ତି। ଜାମୁଏଲଙ୍କ ମତ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଜଗମୋହନ ମରାମତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଗଜପତି […]

puri

puri

Rakesh Mallick
  • Published: Sunday, 26 February 2017
  • Updated: 26 February 2017, 08:34 AM IST

Sports

Latest News

ପୁରୀ: ଶ୍ରୀକ୍ଷେତ୍ରରେ ଜଗମୋହନ ସ୍ଥାୟୀ ସୁରକ୍ଷା ପାଇଁ ମରାମତି କାର୍ଯ୍ୟ ଚାଲିଛି। ଏଏସ୍‌ଆଇ ପକ୍ଷରୁ ଜଗମୋହନର ଉତ୍ତର-ପୂର୍ବ ଓ ଉତ୍ତର-ପଶ୍ଚିମରୁ ଗୋଟିଏ ଲେଖାଏଁ ଲେୟାର ପଥର କାଢି ଦିଆଯାଇଛି। ଦ୍ୱିତୀୟ ଲେୟାର ପଥର ଭଲ ସ୍ଥିତିରେ ଥିବାରୁ ଏହାରି ଉପରେ ଷ୍ଟିଲ ପୋର୍ଟାଲ ବକ୍ସ ଫ୍ରେମ୍‌ ରଖାଯାଇ ପାରିବ ବୋଲି ଏଏସ୍‌ଆଇର ଡାଇରେକ୍ଟର କଞ୍ଜରଭେସନ୍‌ ଆର,ଏସ୍‌. ଜାମୁଏଲ କହିଛନ୍ତି। ଜାମୁଏଲଙ୍କ ମତ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଜଗମୋହନ ମରାମତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି।

ଗଜପତି ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ସହ ଜଗମୋହନ ସ୍ଥିତି ଅନୁଧ୍ୟାନ କରିଥିଲେ। ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ହେମସାଗର ଅଭୟ କୁମାର ନାୟକ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ନୀତି ପ୍ରଶାସକ ପ୍ରଦୀପ କୁମାର ଦାସ, ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପଟ୍ଟଯୋଶୀ ମହାପାତ୍ର ପ୍ରମୁଖ ଜଗପତିଙ୍କ ସହ ଉପସ୍ଥିତ ଥିଲେ।

ଆସନ୍ତା ସ୍ନାନଯାତ୍ରା ପୂର୍ବରୁ ମରାମତି କାମ ଶେଷ ହେବା ଉପରେ ଜଗପତି ଗୁରୁତ୍ୱ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story