ପ୍ରକୃତି କଲା ଜଳାଭିଷେକ: ବଢ଼ି ପାଣିରେ ବୁଡ଼ିବାକୁ ବସିଲାଣି ପ୍ରଭୁ ଶିବଙ୍କ ଆସ୍ଥାନ

ଭବାନୀପାଟଣା: ଭଲ ବର୍ଷା ପାଇଁ ମହାପ୍ରଭୁ ଶିବଙ୍କ ପାଖରେ ଜଳାଭିଷେକ କରାଯାଏ। ଚାଷୀଙ୍କ ବିଶ୍ୱାସ, ଜଳାଭିଷେକ କଲେ ଭଲ ବର୍ଷା ହେବ। ଚଳିତବର୍ଷ ଜଳାଭିଷେକ କରିବା ପୂର୍ବରୁ ପ୍ରଭୁଶିବଙ୍କ ମନ୍ଦିରରେ ପାଣି ପଶିଛି। ପ୍ରକୃତି କରିଛି ପ୍ରଭୁଙ୍କ ଜଳାଭିଷେକ। ଏପରି ସ୍ଥିତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଉଛୁଲା ପ୍ରଭୁଶିବ ମନ୍ଦିରରେ। ବନ୍ୟା ପାଣି ମନ୍ଦିରରେ ପଶିବାରୁ ଶିବଙ୍କ ଆସ୍ଥାନ ବୁଡ଼ିବାକୁ ବସିଲାଣି। ଏ ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ଗାଁରେ ପହଞ୍ଚି ମନ୍ଦିରରେ […]

kalahandi flood

kalahandi flood

Rakesh Mallick
  • Published: Wednesday, 19 July 2017
  • Updated: 19 July 2017, 10:14 PM IST

Sports

Latest News

ଭବାନୀପାଟଣା: ଭଲ ବର୍ଷା ପାଇଁ ମହାପ୍ରଭୁ ଶିବଙ୍କ ପାଖରେ ଜଳାଭିଷେକ କରାଯାଏ। ଚାଷୀଙ୍କ ବିଶ୍ୱାସ, ଜଳାଭିଷେକ କଲେ ଭଲ ବର୍ଷା ହେବ। ଚଳିତବର୍ଷ ଜଳାଭିଷେକ କରିବା ପୂର୍ବରୁ ପ୍ରଭୁଶିବଙ୍କ ମନ୍ଦିରରେ ପାଣି ପଶିଛି। ପ୍ରକୃତି କରିଛି ପ୍ରଭୁଙ୍କ ଜଳାଭିଷେକ। ଏପରି ସ୍ଥିତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଉଛୁଲା ପ୍ରଭୁଶିବ ମନ୍ଦିରରେ। ବନ୍ୟା ପାଣି ମନ୍ଦିରରେ ପଶିବାରୁ ଶିବଙ୍କ ଆସ୍ଥାନ ବୁଡ଼ିବାକୁ ବସିଲାଣି। ଏ ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ଗାଁରେ ପହଞ୍ଚି ମନ୍ଦିରରେ ଆଶ୍ରୟ ନେଇଥିବା ୬ ଜଣ ଲୋକଙ୍କୁ ଉଦ୍ଧାର କରିଛି।

ତେଲ୍, ହାତୀ ଓ ଶଗଡ଼ା ନଦୀରେ ବଢି ପାଣି ଯୋଗୁଁ କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଥୁଆମୂଳ-ରାମପୁର ବ୍ଲକର ୧୦ଟି ପଞ୍ଚାୟତ ପାଣି ଘେରରେ ରହିଛି। ଧର୍ମଗଡ଼ ଓ ଗୋଳାମୁଣ୍ଡା ବ୍ଲକରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ଧାଗାଁ ଆପ୍ରୋଚ ରୋଡ୍ ଉପରେ ପାଣି ଚାଲୁଛି। ଫଳରେ ଫୁଣ୍ଡା, ବୋରଗୁଡ଼ା, ରେଙ୍ଗସାପାଲି ଗାଁ ପାଣି ଘେରରେ ରହିଛି। କାର୍ନ୍ଦ ଓ କରମାଟ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଜୟପାଟଣା ବ୍ଲକର ତାଲଗୁଡୁ ଗାଁକୁ ସଂଯୋଗ କରୁଥିବା ପୋଲ ଭୁଶୁଡି ପଡିବାରୁ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବହୁ ଅଞ୍ଚଳରେ ପ୍ରଶାସନ ପହଞ୍ଚି ପାରିନାହିଁ। କେତେକ ସ୍ଥାନରେ ଲୋକ ବଢି ପାଣିରେ ଫସି ରହିଥିଲେ ମଧ୍ୟ ସେମାନଙ୍କୁ ଉଦ୍ଧାର କରାଯାଇନଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story