କନ୍ଧମାଳ:ରାଶିମେଣ୍ଡି ଆଶ୍ରମ ବିଦ୍ୟାଳୟର ୬ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି  

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ରାଶିମେଣ୍ଡି ଆଶ୍ରମ ବିଦ୍ୟାଳୟର ୬ଜଣ ଛାତ୍ରୀ ଆଜି ପ୍ରାର୍ଥନା ସରିବା ପରେ ଅଚେତ ହୋଇପଡ଼ିଥିଲେ।  ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୬ ଜଣଙ୍କ ମଧ୍ୟରୁ ଦ୍ୱିତୀୟ ଶ୍ରେଣୀର ଦୁଇଜଣ ଛାତ୍ରୀ ହୋଇଥିବାବେଳେ ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଶ୍ରେଣୀର ଜଣେ ଲେଖାଏଁ  ଛାତ୍ରୀ ଅଛନ୍ତି। ଡାକ୍ତର ପ୍ରଦୀପ କୁମାର ବେହେରା କହିଛନ୍ତି,“ଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଚେତା ଫେରିଛି। ସେମାନେ […]

student

student

Rakesh Mallick
  • Published: Saturday, 05 November 2016
  • Updated: 05 November 2016, 01:20 PM IST

Sports

Latest News

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ରାଶିମେଣ୍ଡି ଆଶ୍ରମ ବିଦ୍ୟାଳୟର ୬ଜଣ ଛାତ୍ରୀ ଆଜି ପ୍ରାର୍ଥନା ସରିବା ପରେ ଅଚେତ ହୋଇପଡ଼ିଥିଲେ।  ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

୬ ଜଣଙ୍କ ମଧ୍ୟରୁ ଦ୍ୱିତୀୟ ଶ୍ରେଣୀର ଦୁଇଜଣ ଛାତ୍ରୀ ହୋଇଥିବାବେଳେ ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଶ୍ରେଣୀର ଜଣେ ଲେଖାଏଁ  ଛାତ୍ରୀ ଅଛନ୍ତି।

ଡାକ୍ତର ପ୍ରଦୀପ କୁମାର ବେହେରା କହିଛନ୍ତି,“ଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଚେତା ଫେରିଛି। ସେମାନେ ଅବସ୍ଥା ସ୍ଥିର ରହିଛି। କିନ୍ତୁ ଛାତ୍ରୀମାନେ ଅଚେତ ହେବାର କାରଣ ସ୍ପଷ୍ଟ ଜଣାପଡିନାହିଁ।”

ରାଶିମେଣ୍ଡି ଆଶ୍ରମ ବିଦ୍ୟାଳୟର ଶିକ୍ଷକ ଚୈତନ ସାହୁ କହିଛନ୍ତି,“ଏହି ଛାତ୍ରୀ ମାନଙ୍କୁ ପୂର୍ବରୁ କୌଣସି ରୋଗ ନ ଥିଲା। ବିଦ୍ୟାଳୟର ପ୍ରାର୍ଥନା ସରିବା ପରେ ହଠାତ୍‌ ସେମାନେ ଅଚେତ ହୋଇଯାଇଥିଲେ। ତେଣୁ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story