ସରକାରୀ ଡାକ୍ତରଖାନାରେ ଚାଲିଥିବା ଦୁର୍ନୀତିର ଗୁମର ଖୋଲିଲେ କେନ୍ଦ୍ରାପଡ଼ା ସାଂସଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ଖିଲାପ ହେଲେ କିମ୍ବା ଚିକିତ୍ସା ନିମନ୍ତେ ଟଙ୍କା ମଗାଯାଉଥିବା ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ବି ଦେଇଛନ୍ତି। ଏମିତିକି ସରକାରୀ ଡାକ୍ତରଖାନାରେ କେମିତି ଚିକିତ୍ସା ସୁବିଧା ମିଳୁଛି, ସେ ସମ୍ପର୍କରେ ସେ ନିଜେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଫୋନ୍‌ କରି ବୁଝିବେ ବୋଲି କହିଛନ୍ତି। ଏହାସତ୍ତ୍ୱେ ସରକାରୀ […]

anubha-1.

anubha-1.

Jyoshna Pradhan
  • Published: Saturday, 31 August 2019
  • Updated: 31 August 2019, 02:48 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ଖିଲାପ ହେଲେ କିମ୍ବା ଚିକିତ୍ସା ନିମନ୍ତେ ଟଙ୍କା ମଗାଯାଉଥିବା ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ବି ଦେଇଛନ୍ତି। ଏମିତିକି ସରକାରୀ ଡାକ୍ତରଖାନାରେ କେମିତି ଚିକିତ୍ସା ସୁବିଧା ମିଳୁଛି, ସେ ସମ୍ପର୍କରେ ସେ ନିଜେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଫୋନ୍‌ କରି ବୁଝିବେ ବୋଲି କହିଛନ୍ତି। ଏହାସତ୍ତ୍ୱେ ସରକାରୀ ଡାକ୍ତରଖାନାରେ ରୋଗୀ ଚିକିତ୍ସାରେ କୌଣସି ସୁଧାର ଆସି ନ ଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ତାଙ୍କ ଟ୍ୱିଟର୍‌ ଆକାଉଣ୍ଟରେ କରିଥିବା ଏକ ପୋଷ୍ଟ୍‌ରୁ ଏହା ସ୍ପଷ୍ଟ ହୋଇଛି। ଆଉ ଏହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସରକାରଙ୍କ କାର୍ଯ୍ୟ ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅନୁଭବ ଟ୍ୱିଟ କରି କହିଛନ୍ତି, କେନ୍ଦ୍ରାପଡ଼ା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଟଙ୍କା ଦେବାକୁ ପଡୁଛି। ସେଠାରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଟଙ୍କା ମଗାଯାଉଛି।

ସେ ଆହୁରି ମଧ୍ୟ ଲେଖିଛନ୍ତି, କେନ୍ଦ୍ରାପଡ଼ା ଡାକ୍ତରଖାନା ବୁଲି ଚିକିତ୍ସା ବ୍ୟବସ୍ଥା ଦେଖିଥିଲି। ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସହ ଚିକିତ୍ସା ସୁବିଧା ସମ୍ପର୍କରେ ଆଲୋଚନା କରିଥିଲି। ତେବେ ଚିକିତ୍ସା କରୁଥିବା କିଛି ଲୋକ ଅର୍ଥ ଦାବି କରୁଥିବା ଜାଣିବାକୁ ପାଇଲି। ଏମିତି କରୁଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବି।

ରାଜ୍ୟ ସରକାର 5Tକୁ ଗୁରୁତ୍ୱ ଦେଉଥିବାବେଳେ, ତାହା କିଭଳି ଚାଲିଛି, ତା’ର ଗୁମର ନିଜେ ସାଂସଦ ଅନୁଭବ ମହାନ୍ତି ଖୋଲିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story