କେନ୍ଦୁଝର: ଡିବିରି ନିଆଁରେ ପୋଡ଼ି ହୋଇ ବୃଦ୍ଧା ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ପୋଟଳ ଗାଁରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାତିରେ ଶୋଇଥିବା ଅବସ୍ଥାରେ ଡିବିରି ନିଆଁରୁ ପୋଡ଼ି ହୋଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତା ବୃଦ୍ଧା ଜଣଙ୍କ ହେଲେ ସୁନାମଣି ପାତ୍ର (୭୦)। ଏନେଇ ଖବର ପାଇବା ପରେ ଆଜି ସକାଳେ ସଦର ଥାନା ପୋଲିସ ଗାଁରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ହସ୍‌ପିଟାଲକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି।

death

death

Rakesh Mallick
  • Published: Sunday, 15 January 2017
  • Updated: 15 January 2017, 10:14 AM IST

Sports

Latest News

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ଥାନା ପୋଟଳ ଗାଁରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରାତିରେ ଶୋଇଥିବା ଅବସ୍ଥାରେ ଡିବିରି ନିଆଁରୁ ପୋଡ଼ି ହୋଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତା ବୃଦ୍ଧା ଜଣଙ୍କ ହେଲେ ସୁନାମଣି ପାତ୍ର (୭୦)।

ଏନେଇ ଖବର ପାଇବା ପରେ ଆଜି ସକାଳେ ସଦର ଥାନା ପୋଲିସ ଗାଁରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ହସ୍‌ପିଟାଲକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story