କେରଳରେ ଓଡ଼ିଆ ଶ୍ରମିକଙ୍କୁ ଧମକ ଅଭିଯୋଗ

ଭୁବନେଶ୍ୱର: କେରଳରେ ଓଡ଼ିଆ ଶ୍ରମିକଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଏପରିକି ସ୍ଥାନୀୟ ପୋଲିସ ଓଡ଼ିଆ ଶ୍ରମିକମାନେ ରହୁଥିବା ଘରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି। ଓଡ଼ିଶାର ଖୋର୍ଦ୍ଧା, ପୁରୀ, ବ୍ରହ୍ମପୁର, ନୟାଗଡ଼ ଜିଲ୍ଲାର ପ୍ରାୟ ୭୦ରୁ ୮୦ ଜଣ ଶ୍ରମିକ କାମ ଅନ୍ୱେଷଣରେ କେରଳ କାଲିକୋଟ ଜିଲ୍ଲାକୁ ଯାଇଥିଲେ। ସେମାନେ ମାଁଗାଓରେ ୧୦ ବର୍ଷରୁ ଅଧିକ ସମୟ ଧରି ରହି ବିଭିନ୍ନ କାମ କରୁଥିଲେ। ମାତ୍ର ସେମାନଙ୍କୁ କେତେକ ସ୍ଥାନୀୟ ଲୋକେ ମାଡ଼ ମାରିବା […]

keral-odiya-labour

keral-odiya-labour

Rakesh Mallick
  • Published: Saturday, 04 March 2017
  • Updated: 04 March 2017, 04:29 PM IST

Sports

Latest News

ଭୁବନେଶ୍ୱର: କେରଳରେ ଓଡ଼ିଆ ଶ୍ରମିକଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଏପରିକି ସ୍ଥାନୀୟ ପୋଲିସ ଓଡ଼ିଆ ଶ୍ରମିକମାନେ ରହୁଥିବା ଘରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି।

ଓଡ଼ିଶାର ଖୋର୍ଦ୍ଧା, ପୁରୀ, ବ୍ରହ୍ମପୁର, ନୟାଗଡ଼ ଜିଲ୍ଲାର ପ୍ରାୟ ୭୦ରୁ ୮୦ ଜଣ ଶ୍ରମିକ କାମ ଅନ୍ୱେଷଣରେ କେରଳ କାଲିକୋଟ ଜିଲ୍ଲାକୁ ଯାଇଥିଲେ। ସେମାନେ ମାଁଗାଓରେ ୧୦ ବର୍ଷରୁ ଅଧିକ ସମୟ ଧରି ରହି ବିଭିନ୍ନ କାମ କରୁଥିଲେ। ମାତ୍ର ସେମାନଙ୍କୁ କେତେକ ସ୍ଥାନୀୟ ଲୋକେ ମାଡ଼ ମାରିବା ସହିତ ଧମକ ଦେଉଛନ୍ତି। ଏକରିକି କେରଳ ଛାଡ଼ି ଚାଲି ଯିବାକୁ ଧମକ ମଧ୍ୟ ଦେଉଛନ୍ତି। ଏନେଇ ଶ୍ରମିକମାନେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ସମାଧାନ କରିବା ପରିବର୍ତ୍ତେ ଓଲଟା ଘରେ ତାଲା ପାକାଇ ଦେଇଥିବା ଓଡ଼ିଆ ଶ୍ରମିକମାନେ ଅଭିଯୋଗ କରିଛନ୍ତି।

ଅଭିଯୋଗକାରୀ ରାହୁଲ ବେହେରା କହିଛନ୍ତି,“ସ୍ଥାନୀୟ ଲୋକଙ୍କୁ କାମ ମିଳୁନଥିବାରୁ ସେମାନେ ଓଡ଼ିଆଙ୍କୁ ଧମକ ଦେଉଛନ୍ତି। ଏବେ ଆମେ ଭୟଭୀତ ଅବସ୍ଥାରେ ରହୁଛୁ। ପୋଲିସ ଆମ କଥା କିଛି ବୁଝୁନାହିଁ।”

ଆନନ୍ଦ ଦଳବେହେରା କହିଛନ୍ତି,“ଆଗରୁ ଆମର କିଛି ଅସୁବିଧା ହେଉନଥିଲା। ୨ରୁ ୩ ଦିନ ହେବ କେତେକ ଲୋକ ଆମକୁ ଧମକ ଦେବା ସହିତ ମାଡ଼ ମାରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story