ଖୋର୍ଦ୍ଧା ମଧୁପୁର ଜଙ୍ଗଲରେ ୨୦ ମୟୂରଙ୍କ ମୃତ୍ୟୁ ଘଟଣା: କାରଣ ଖୋଜିବାକୁ ଆଜି ଘଟଣାସ୍ଥଳକୁ ଯିବ ଓୟୁଏଟି ବିଶେଷଜ୍ଞ ଦଳ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ମଧୁପୁର ଗ୍ରାମ୍ୟ ଜଙ୍ଗଲରୁ ମୟୂରଙ୍କ ମୃତଦେହ ଠାବ ଘଟଣାର ଅନୁଧ୍ୟାନ କରିବା ପାଇଁ ଆଜି ଓୟୁଏଟିର ଏକ ଡାକ୍ତରୀ ଟିମ୍ ଓ ବିଶେଷଜ୍ଞ ଦଳ ଘଟଣାସ୍ଥଳକୁ ଯିବ। ଗତକାଲି ସେଠାରୁ ୨୦ଟି ମୟୂରଙ୍କ ମୃତଦେହ ଠାବ କରାଯାଇଥିଲା। କେଉଁ କାରଣରୁ ଏତେ ସଂଖ୍ୟକ ମୟୂରଙ୍କ ଏକକାଳୀନ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି। କେବଳ ମୟୁର ନୁହେଁ ଗୋଟେ କାଉ ଏବଂ ଗୋଟେ ବଗର ମୃତଦେହ ମଧ୍ୟ ମିଳିଛି। ମୟୂରଙ୍କ ମୃତଦେହ ଓୟୁଏଟିକୁ […]

peacock

peacock

Rakesh Mallick
  • Published: Wednesday, 09 December 2015
  • Updated: 09 December 2015, 02:17 AM IST

Sports

Latest News

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ମଧୁପୁର ଗ୍ରାମ୍ୟ ଜଙ୍ଗଲରୁ ମୟୂରଙ୍କ ମୃତଦେହ ଠାବ ଘଟଣାର ଅନୁଧ୍ୟାନ କରିବା ପାଇଁ ଆଜି ଓୟୁଏଟିର ଏକ ଡାକ୍ତରୀ ଟିମ୍ ଓ ବିଶେଷଜ୍ଞ ଦଳ ଘଟଣାସ୍ଥଳକୁ ଯିବ। ଗତକାଲି ସେଠାରୁ ୨୦ଟି ମୟୂରଙ୍କ ମୃତଦେହ ଠାବ କରାଯାଇଥିଲା। କେଉଁ କାରଣରୁ ଏତେ ସଂଖ୍ୟକ ମୟୂରଙ୍କ ଏକକାଳୀନ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି। କେବଳ ମୟୁର ନୁହେଁ ଗୋଟେ କାଉ ଏବଂ ଗୋଟେ ବଗର ମୃତଦେହ ମଧ୍ୟ ମିଳିଛି। ମୟୂରଙ୍କ ମୃତଦେହ ଓୟୁଏଟିକୁ ପୋଷ୍ଟମର୍ଟମ୍ ପାଇଁ ଅଣାଯାଇଛି। ତେବେ ମୟୂରଗୁଡ଼ିକୁ ଫ୍ଲୁ ହୋଇଥିବା ନଚେତ୍ ବିଷ ଦିଆଯାଇ ମରାଯାଇଥିବା ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ୍ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ଆଶା କରାଯାଉଛି। ସେହିପରି ବାର୍ଡ ଫ୍ଲୁ ସଂପର୍କରେ ଅନୁଧ୍ୟାନ ଲାଗି ମୃତ ମୟୂରଙ୍କ ଦେହରୁ ନମୁନା ସଂଗ୍ରହ କରାଯାଇଛି। ପରୀକ୍ଷା ପାଇଁ ଏହାକୁ ଭୋପାଳ ପଠାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story