କୋରାପୁଟ: ମଣ୍ଡିରେ ଧାନ କିଣା ନିୟମକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ

କୋରାପୁଟ: ମଣ୍ଡିରେ ଧାନ କିଣାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ଜାରି କରିଥିବା ନିୟମକୁ ବିରୋଧ କରି ଗୁରୁବାର ଶତାଧିକ ଚାଷୀ ଜୟପୁର ବ୍ଲକର ଉମୁରି ଓ କୁମୁଲିପୁଟ ଠାରେ ରାଜରାସ୍ତା ଅବରୋଧ କରିଥିଲେ। ୬ଘଣ୍ଟାରୁ ଅଧିକ ସମୟ ଧରି ଚାଷୀମାନେ ରାସ୍ତା ଅବରୋଧ କରିଥିଲେ। ଜୟପୁର ବିଡିଓ ବୁଝାଶୁଝା କରିଥିଲେ ବି ଚାଷୀମାନେ ଶୁଣି ନଥିଲେ। ଅନ୍ୟପକ୍ଷରେ ରାଜପଥ ଅବରୋଧ ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ବସ୍ ଓ ଟ୍ରକ ଅଟକି ରହିଥିଲେ। ଯାତ୍ରୀମାନେ […]

rastaroka

rastaroka

Rakesh Mallick
  • Published: Thursday, 11 June 2015
  • Updated: 11 June 2015, 11:48 AM IST

Sports

Latest News

କୋରାପୁଟ: ମଣ୍ଡିରେ ଧାନ କିଣାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ଜାରି କରିଥିବା ନିୟମକୁ ବିରୋଧ କରି ଗୁରୁବାର ଶତାଧିକ ଚାଷୀ ଜୟପୁର ବ୍ଲକର ଉମୁରି ଓ କୁମୁଲିପୁଟ ଠାରେ ରାଜରାସ୍ତା ଅବରୋଧ କରିଥିଲେ। ୬ଘଣ୍ଟାରୁ ଅଧିକ ସମୟ ଧରି ଚାଷୀମାନେ ରାସ୍ତା ଅବରୋଧ କରିଥିଲେ। ଜୟପୁର ବିଡିଓ ବୁଝାଶୁଝା କରିଥିଲେ ବି ଚାଷୀମାନେ ଶୁଣି ନଥିଲେ। ଅନ୍ୟପକ୍ଷରେ ରାଜପଥ ଅବରୋଧ ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ବସ୍ ଓ ଟ୍ରକ ଅଟକି ରହିଥିଲେ। ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ।

କୋରାପୁଟ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ନେଇଛନ୍ତି ଯେ ଜିଲ୍ଲାର ପ୍ରତ୍ୟେକ ମଣ୍ଡିରେ ପ୍ରତିଦିନ ଚାଷୀଙ୍କ ଠାରୁ ହଜାରେ କ୍ୱିଣ୍ଟାଲ ଧାନ କିଣାଯିବ। ପୁଣି ସପ୍ତାହକୁ ୫ ଦିନ ଧାନ କିଣା ଯିବ। ଏହାକୁ ଜିଲ୍ଲାର ଚାଷୀମାନେ ବିରୋଧ କରିଛନ୍ତି। ଏମିତି ହେଲେ ଧାନ ବିକ୍ରି ହୋଇପାରିବ ନାହିଁ ଓ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ପ୍ରତିଦିନ ଧାନ କିଣା ପରିମାଣକୁ ହଜାରେ କ୍ୱିଣ୍ଟାଲରୁ ଅଧିକ କରିବାକୁ ସେମାନେ ଦାବି କରିଛନ୍ତି। ଏହା ସହିତ ଧାନ କିଣାରେ ଯେଉଁ ଟୋକନ୍ ବ୍ୟବସ୍ଥା କରାଯାଇଛି ତାକୁ ମଧ୍ୟ ତୁରନ୍ତ ବନ୍ଦ କରାଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି। ସେପଟେ ମୌସୁମୀ ଆସିବାକୁ ଆଉ ଅଳ୍ପ ଦିନ ବାକି ଥିବାରୁ ଧାନ ନଷ୍ଟ ହୋଇଯିବା ଭୟରେ ଚାଷୀମାନେ ବାହାରେ ଅଳ୍ପ ଦରରେ ଧାନ ବିକି କ୍ଷତି ସହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story