ସମୁଦ୍ର କୂଳରେ ଫସିଗଲା ମାଲବାହୀ ଜାହାଜ

କୃଷ୍ଣପ୍ରସାଦପୁର(ଓଡ଼ିଶା ରିପୋର୍ଟର): ଚିଲିକା ରାଜହଂସ ନିକଟରେ ଅଟକିଛି ଏକ ବିଶାଳ ମାଲବାହୀ ଜାହଜ। ଗତକାଲିଠୁ ଚିଲିକା କୂଳରେ ଏହି ବିଶାଳ ଜାହାଜଟିକୁ ଦେଖିବାକୁ ମିଳିଛି। ଜାହାଜଟି ମାଲେସିଆରୁ ବାଂଲାଦେଶ ଅଭିମୁଖେ ଯାଉଥିଲା। ତେବେ ଅତ୍ୟଧିକ ଝଡ଼ ପବନ ଯୋଗୁ ଏହା ଆଗକୁ ଯାଇ ନପାରି ଗୋପାଳପୁର ନିକଟରୁ ଚିଲିକା କୂଳ ଆଡ଼କୁ ଚାଲି ଆସିଥିବା ଅନୁମାନ କରାଯାଇଛି। ରାଜହଂସରେ ଲାଗିବା ପରେ ଇଞ୍ଜିନରେ ତ୍ରୁଟି କାରଣରୁ ଜାହାଜଟି ଏପର୍ଯ୍ୟନ୍ତ ଚିଲିକା ଉପକୂଳରେ ଅଟକିଛି। ଜାହାଜରେ ମାଲେସିଆର ୧୦ […]

LARGE-VESSEL-STUCK-NEAR-CHILIKA--DUE-TO-STORM-AND-ENGINE-FAILURE

Manoranjan Sial
  • Published: Friday, 09 August 2019
  • Updated: 09 August 2019, 10:04 PM IST

Sports

Latest News

କୃଷ୍ଣପ୍ରସାଦପୁର(ଓଡ଼ିଶା ରିପୋର୍ଟର): ଚିଲିକା ରାଜହଂସ ନିକଟରେ ଅଟକିଛି ଏକ ବିଶାଳ ମାଲବାହୀ ଜାହଜ। ଗତକାଲିଠୁ ଚିଲିକା କୂଳରେ ଏହି ବିଶାଳ ଜାହାଜଟିକୁ ଦେଖିବାକୁ ମିଳିଛି। ଜାହାଜଟି ମାଲେସିଆରୁ ବାଂଲାଦେଶ ଅଭିମୁଖେ ଯାଉଥିଲା। ତେବେ ଅତ୍ୟଧିକ ଝଡ଼ ପବନ ଯୋଗୁ ଏହା ଆଗକୁ ଯାଇ ନପାରି ଗୋପାଳପୁର ନିକଟରୁ ଚିଲିକା କୂଳ ଆଡ଼କୁ ଚାଲି ଆସିଥିବା ଅନୁମାନ କରାଯାଇଛି।

ରାଜହଂସରେ ଲାଗିବା ପରେ ଇଞ୍ଜିନରେ ତ୍ରୁଟି କାରଣରୁ ଜାହାଜଟି ଏପର୍ଯ୍ୟନ୍ତ ଚିଲିକା ଉପକୂଳରେ ଅଟକିଛି। ଜାହାଜରେ ମାଲେସିଆର ୧୦ ଜଣ ଓ ବାଂଲାଦେଶର ଜଣେ ନାଗରିକ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story