ଆଜି କାର୍ତ୍ତିକ ମାସର ଶେଷ ସୋମବାର; ଶୈବପୀଠ ଚଳଚଞ୍ଚଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କାର୍ତ୍ତିକ ମାସର ଶେଷ ସୋମବାର।  ଏହାସହ ପବିତ୍ର ପଞ୍ଚକ ବ୍ରତର ଚତୁର୍ଥ ଦିନ।  ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା।  ଏଥିପାଇଁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି। ବଡ଼ି ଭୋରରୁ ଶିବ ମନ୍ଦିରଗୁଡ଼ିକର ଦ୍ୱାର ଫିଟା ହୋଇଛି। ତେବେ ଆଜି ଶେଷ ସୋମବାର ହୋଇଥିବାରୁ ଉଭୟ ଶ୍ରୀଲିଙ୍ଗରାଜଙ୍କ ପୀଠ ସହ ଧବଳେଶ୍ୱର ଏବଂ ପୁରୀରେ ଭକ୍ତଙ୍କ ଦର୍ଶନ ଲାଗି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକମାନେ ଭୋରରୁ ମହାଦେବଙ୍କୁ ଦର୍ଶନ କରୁଛନ୍ତି।

bbsr

bbsr

Jyoshna Pradhan
  • Published: Monday, 11 November 2019
  • Updated: 11 November 2019, 09:58 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କାର୍ତ୍ତିକ ମାସର ଶେଷ ସୋମବାର।  ଏହାସହ ପବିତ୍ର ପଞ୍ଚକ ବ୍ରତର ଚତୁର୍ଥ ଦିନ।  ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା।  ଏଥିପାଇଁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି। ବଡ଼ି ଭୋରରୁ ଶିବ ମନ୍ଦିରଗୁଡ଼ିକର ଦ୍ୱାର ଫିଟା ହୋଇଛି।

ତେବେ ଆଜି ଶେଷ ସୋମବାର ହୋଇଥିବାରୁ ଉଭୟ ଶ୍ରୀଲିଙ୍ଗରାଜଙ୍କ ପୀଠ ସହ ଧବଳେଶ୍ୱର ଏବଂ ପୁରୀରେ ଭକ୍ତଙ୍କ ଦର୍ଶନ ଲାଗି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକମାନେ ଭୋରରୁ ମହାଦେବଙ୍କୁ ଦର୍ଶନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story