ଅଟୋରେ ଚାଲାଣ ହେଉଥିଲା, ଧରାପଡ଼ିଗଲା

ଫୁଲବାଣୀ(ତ୍ରିନାଥ ସାହୁ): ଅଟୋରେ କଲରାପତରିଆ ବାଘ ଚମଡ଼ା ଚାଲାଣ ହେଉଥିବା ବେଳେ ଧରାପଡ଼ିଗଲା। ଏପରି ଘଟଣା ଗତକାଲି ଫୁଲବାଣୀ ବନାଞ୍ଚଳ ଗୂଦାରୀ ଗାଁ ଛକ ନିକଟରେ ଘଟିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଫୁଲବାଣୀ ବନାଞ୍ଚଳ ଟିମ୍ ଅଟୋକୁ ଅଟକାଇ ଯାଞ୍ଚ କରିଥିଲା। ଏହାପରେ ସୁଡ଼ୁରୁକୁମ୍ପାରୁ ଅଟୋରେ ବାଘ ଚମଡ଼ା ଚାଲାଣ ହେଉଥିବା ଜଣାପଡ଼ିଥିଲା। ଘଟଣାସ୍ଥଳରୁ ଅଟୋ ଚାଳକ ଅର୍ଜୁନ ଗଣ୍ଡାଙ୍କୁ ଗିରଫ କରାଯାଇଥିବା ବେଳେ ସୁଡ଼ୁରୁକୁମ୍ପା ଅଞ୍ଚଳରୁ ଅନ୍ୟ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।  ସୁଡ଼ୁରୁକୁମ୍ପା […]

tiger

tiger

Niharika Rout
  • Published: Friday, 23 October 2020
  • Updated: 23 October 2020, 02:29 PM IST

Sports

Latest News

ଫୁଲବାଣୀ(ତ୍ରିନାଥ ସାହୁ): ଅଟୋରେ କଲରାପତରିଆ ବାଘ ଚମଡ଼ା ଚାଲାଣ ହେଉଥିବା ବେଳେ ଧରାପଡ଼ିଗଲା। ଏପରି ଘଟଣା ଗତକାଲି ଫୁଲବାଣୀ ବନାଞ୍ଚଳ ଗୂଦାରୀ ଗାଁ ଛକ ନିକଟରେ ଘଟିଛି।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଫୁଲବାଣୀ ବନାଞ୍ଚଳ ଟିମ୍ ଅଟୋକୁ ଅଟକାଇ ଯାଞ୍ଚ କରିଥିଲା। ଏହାପରେ ସୁଡ଼ୁରୁକୁମ୍ପାରୁ ଅଟୋରେ ବାଘ ଚମଡ଼ା ଚାଲାଣ ହେଉଥିବା ଜଣାପଡ଼ିଥିଲା। ଘଟଣାସ୍ଥଳରୁ ଅଟୋ ଚାଳକ ଅର୍ଜୁନ ଗଣ୍ଡାଙ୍କୁ ଗିରଫ କରାଯାଇଥିବା ବେଳେ ସୁଡ଼ୁରୁକୁମ୍ପା ଅଞ୍ଚଳରୁ ଅନ୍ୟ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।  ସୁଡ଼ୁରୁକୁମ୍ପା ଅଞ୍ଚଳରୁ ଗିରଫ ହୋଇଥିବା ବ୍ୟକ୍ତିଙ୍କଠାରୁ ଗୋଟିଏ ବନ୍ଧୁକ ଓ ବାଘ ନଖ ମଧ୍ୟ ଜବତ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story