ବଢ଼ୁଛି ଲୋକାଲ କଣ୍ଟାକ୍ଟ କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଜୁଲାଇରେ ଦେଶରେ ଅଧିକ ଅଣାୟତ୍ତ ହେଉଛି କରୋନା ସ୍ଥିତି । ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାର୍ ଓ ମୃତକଙ୍କ ସଂଖ୍ୟା ୨୫ ହଜାର ପାର୍ କରିବା ସହ ସର୍ବାଧିକ ସଂକ୍ରମିତ ଦେଶ ତାଲିକାରେ ବିଶ୍ୱରେ ତିନି ନମ୍ବର ସ୍ଥାନକୁ ଉଠିଛି ଭାରତ । ଏଣେ ଓଡ଼ିଶାରେ ବି ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନ ୨୪ ଘଣ୍ଟାରେ ୭୧୮ ନୂଆ ଆକ୍ରାନ୍ତ ଚିହ୍ନଟ ସହ ୪ ମୁଣ୍ଡ ଗଡିଛି । ଭୁବନେଶ୍ୱରରେ ଦିନକରେ ୧୨୪ ଆକ୍ରାନ୍ତ […]

coronavirus

coronavirus

Niharika Rout
  • Published: Friday, 17 July 2020
  • Updated: 17 July 2020, 07:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଜୁଲାଇରେ ଦେଶରେ ଅଧିକ ଅଣାୟତ୍ତ ହେଉଛି କରୋନା ସ୍ଥିତି । ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାର୍ ଓ ମୃତକଙ୍କ ସଂଖ୍ୟା ୨୫ ହଜାର ପାର୍ କରିବା ସହ ସର୍ବାଧିକ ସଂକ୍ରମିତ ଦେଶ ତାଲିକାରେ ବିଶ୍ୱରେ ତିନି ନମ୍ବର ସ୍ଥାନକୁ ଉଠିଛି ଭାରତ । ଏଣେ ଓଡ଼ିଶାରେ ବି ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନ ୨୪ ଘଣ୍ଟାରେ ୭୧୮ ନୂଆ ଆକ୍ରାନ୍ତ ଚିହ୍ନଟ ସହ ୪ ମୁଣ୍ଡ ଗଡିଛି । ଭୁବନେଶ୍ୱରରେ ଦିନକରେ ୧୨୪ ଆକ୍ରାନ୍ତ ବାହାରିବା ପରେ ଗୋଟିଏ ପରେ ଗୋଟିଏ ନୂଆ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ପାଲଟୁଛି । ସେପଟେ ତୃଣମୂଳସ୍ତରରେ କରୋନା ଯୋଦ୍ଧା ସାଜିଥିବା ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ମୃତ୍ୟୁ ହେଲେ ସେମାନଙ୍କ ସଂପର୍କୀୟଙ୍କୁ ଭତ୍ତା ଦେବାକୁ ହୋଇଛି ନିଷ୍ପତ୍ତି।

ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୩୪ ହଜାର ୯୫୬ ନୂଆ ରୋଗୀ । ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ ହଜାର ୮୩୨କୁ ବୃଦ୍ଧି ପାଇଛି । ସେହିପରି ଆଜି ଆଉ ୬୮୭ ରୋଗୀଙ୍କ ଜୀବନ ଯିବା ପରେ ମୃତ୍ୟୁ ସଂଖ୍ୟା ୨୫ ହଜାର ୬ଶହ ଟପିଛି ମହାରାଷ୍ଟ୍ର ସ୍ଥିତି ସବୁଠୁ ସଂଗୀନ ରହିଛି। କେବଳ ଏହି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୮୪ ହଜାର ୨୮୧ଥିବା ବେଳେ ୧୧ ହଜାର ୧୯୪ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।

ସେହିପରି ଓଡ଼ିଶାରେ ବି ଅଣାୟତ୍ତ ମହାମାରୀ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୭୧୮ ନୂଆ ଆକ୍ରାନ୍ତ। ସେଥିରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୭୯ ଓ ଲୋକାଲ କେସ୍ ୨୩୯ ଗଞ୍ଜାମରୁ ୨୩୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୦, ମାଲକାନଗିରିରୁ ୫୪ ଓ କଟକରୁ ୩୨ ନୂଆ ରୋଗୀ ବାହାରିଛନ୍ତି । ସେପଟେ କରୋନା ନେଇଛି ଆଉ ୪ ଜୀବନ । ସେଥିରୁ ଗଞ୍ଜାମରୁ ଦୁଇ ଜଣ ଥିବାବେଳେ ଗଜପତି ଏବଂ ଅନୁଗୁଳରୁ ଜଣେ ଲେଖାଏଁ ଅଛନ୍ତି କେବଳ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୫୦ ଛୁଇଁଛି ଓ ରାଜ୍ୟରେ ଏହି ସଂଖ୍ୟା ୮୩କୁ ବଢ଼ିଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ଚିହ୍ନଟ ୧୫୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ରାଜଧାନୀରୁ ଅଛନ୍ତି ୧୨୪। ତା ଭିତରୁ ପୁଣି ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୫୨।

ସ୍ଥିତି ସଂଗୀନ ହେଉଥିବା ଜାଣି ସହରର ପ୍ରମୁଖ ବ୍ୟବସାୟିକ ସ୍ଥଳ ୟୁନିଟ୍-୪ ମାର୍କେଟ ସହ ଏହାର ଆଖାପାଖ ଅଞ୍ଚଳକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ବିଏମ୍ସି । ସେହିପରି ନୟାପଲ୍ଲୀ ସୀତାପୁର ଓ ତ୍ରିନାଥ ବସ୍ତିକୁ ବି କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ଦ୍ରୁତ ସଂକ୍ରମଣ ରୋକିବାକୁ ଟେଷ୍ଟିଂକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ସେପଟେ ସଂକ୍ରମଣ ବଢୁଥିବାରୁ ବୀରମିତ୍ରପୁର ପୌରାଞ୍ଚଳକୁ ପୁଣି ୩ ଦିନ ପାଇଁ ସଟ୍‌ଡାଉନ କରାଯାଇଛି । କନ୍ଧମାଳ ଜିଲ୍ଲାର ଏକ ଥାନାରେ ଜଣେ ASI କରୋନା ଆକ୍ରାନ୍ତ ହେବା ପରେ ୨୫ଜଣ ଥାନା କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story