ଲକଡାଉନ ପୁଣି କୋହଳ: ଖୋଲିବ ବହି ଦୋକାନ ଓ ମୋବାଇଲ ରିଚାର୍ଜ ଦୋକାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପରିସ୍ଥିତିର ମୁକାବିଲା ପାଇଁ ମେ’ ୩ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିଥିଲେ ମଧ୍ୟ ଆଜି ରାଜ୍ୟ ସରକାର କେତେକ ସେବା ପାଇଁ କୋହଳ ଆଭିମୁଖ୍ୟ ପୋଷଣ କରିଛନ୍ତି। ପୂର୍ବରୁ ଏପ୍ରିଲ ୨୦ତାରିଖରୁ ରାଜ୍ୟ ସରକାର କେତେକ ସେବାକୁ କୋହଳ କରିଥିଲେ। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଲକଡାଉନ୍ ଅବଧି ମଧ୍ୟରେ ପ୍ରିପେଡ୍ ମୋବାଇଲ ସଂଯୋଗ ପାଇଁ ରିଚାର୍ଜ ସୁବିଧା ଥିବା ଦୋକାନ, ପିଲାମାନଙ୍କ ପାଇଁ ପାଠ୍ୟପୁସ୍ତକ […]

book

book

Manoranjan Sial
  • Published: Thursday, 23 April 2020
  • Updated: 23 April 2020, 08:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପରିସ୍ଥିତିର ମୁକାବିଲା ପାଇଁ ମେ’ ୩ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିଥିଲେ ମଧ୍ୟ ଆଜି ରାଜ୍ୟ ସରକାର କେତେକ ସେବା ପାଇଁ କୋହଳ ଆଭିମୁଖ୍ୟ ପୋଷଣ କରିଛନ୍ତି। ପୂର୍ବରୁ ଏପ୍ରିଲ ୨୦ତାରିଖରୁ ରାଜ୍ୟ ସରକାର କେତେକ ସେବାକୁ କୋହଳ କରିଥିଲେ।

ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଲକଡାଉନ୍ ଅବଧି ମଧ୍ୟରେ ପ୍ରିପେଡ୍ ମୋବାଇଲ ସଂଯୋଗ ପାଇଁ ରିଚାର୍ଜ ସୁବିଧା ଥିବା ଦୋକାନ, ପିଲାମାନଙ୍କ ପାଇଁ ପାଠ୍ୟପୁସ୍ତକ ଦୋକାନ, ଇଲେକ୍ଟ୍ରିକ ଫ୍ୟାନ୍ ଦୋକାନ ଆଦି ଖୋଲା ରହିବ। ସେହିପରି ସହରାଞ୍ଚଳରେ ଥିବା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ଯଥା ପାଉଁରୁଟି ଫ୍ୟାକ୍ଟ୍ରି, କ୍ଷୀର ପ୍ରୋସେସିଂ ପ୍ଲାଂଟ୍ , ଅଟା ମିଲ୍ , ଡାଲି ମିଲ୍ ଆଦି ଖୋଲିବ। କୃଷି ଓ ଉଦ୍ୟାନକୃଷି ସହ ଜଡ଼ିତ ଗତିବିଧିର ଗବେଷଣା ପାଇଁ ଉଦ୍ଦିଷ୍ଟ ପ୍ରତିଷ୍ଠାନ, ମହୁ ଚାଷ ପାଇଁ ଆବଶ୍ୟକ ସାମଗ୍ରୀର ରାଜ୍ୟ ଭିତରେ କାରବାର,ବନୀକରଣ ଓ ଏହା ସହ ଜଡ଼ିତ ଗତିବିଧି ଭଳି ସେବାକୁ ମଧ୍ୟ ଲକଡାଉନ୍ ସମୟରେ କୋହଳ କରାଯାଇଛି। ପୂର୍ବରୁ କୋହଳ ହୋଇଥିବା ସେବାଗୁଡ଼ିକ ସହ ଆଜି ଏହିସବୁ ସେବା ସାମିଲ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story