‘ମହାନଦୀ ଓଡ଼ିଶାର ଜୀବନ ଧାରା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଓଡ଼ିଶାର ଜୀବନଧାରା। ଏହା ସତ୍ତ୍ୱେ କେନ୍ଦ୍ର ଓଡ଼ିଶାକୁ ପକ୍ଷପାତିତା କରୁଛି। ଆଗକୁ ଛତିଶଗଡ଼ ନିର୍ବାଚନକୁ ଦେଖି ଏମିତି କରାଯାଉଥିବା ଆଶଙ୍କା ପ୍ରମାଣିତ ହୋଇଛି। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଏକ ପ୍ରେସମିଟରେ ଏଭଳି ଅଭିଯୋଗ ଆଣିଛି ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର। ସେ କହିଛନ୍ତି-“ତଥ୍ୟ ଦିଆଯାଉନଥିବା ନେଇ କେନ୍ଦ୍ର ଯାହା କହୁଛି, ତାହା ଭୁଲ୍ କଥା। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ସମ୍ବିଧାନ କଥା ନକହି ପକ୍ଷପାତିତାର ଭାଷା ଦେଇଛନ୍ତି। ଟ୍ରିବ୍ୟୁନାଲ ଗଠନ ନକରି […]

mahanadi-bridge-in-chatis

mahanadi-bridge-in-chatis

Rakesh Mallick
  • Published: Saturday, 06 January 2018
  • Updated: 06 January 2018, 03:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଓଡ଼ିଶାର ଜୀବନଧାରା। ଏହା ସତ୍ତ୍ୱେ କେନ୍ଦ୍ର ଓଡ଼ିଶାକୁ ପକ୍ଷପାତିତା କରୁଛି। ଆଗକୁ ଛତିଶଗଡ଼ ନିର୍ବାଚନକୁ ଦେଖି ଏମିତି କରାଯାଉଥିବା ଆଶଙ୍କା ପ୍ରମାଣିତ ହୋଇଛି। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଏକ ପ୍ରେସମିଟରେ ଏଭଳି ଅଭିଯୋଗ ଆଣିଛି ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର।

ସେ କହିଛନ୍ତି-“ତଥ୍ୟ ଦିଆଯାଉନଥିବା ନେଇ କେନ୍ଦ୍ର ଯାହା କହୁଛି, ତାହା ଭୁଲ୍ କଥା। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ସମ୍ବିଧାନ କଥା ନକହି ପକ୍ଷପାତିତାର ଭାଷା ଦେଇଛନ୍ତି। ଟ୍ରିବ୍ୟୁନାଲ ଗଠନ ନକରି କେନ୍ଦ୍ର ନଦୀ ଜଳ ବିବାଦ ଆଇନର ଉଲ୍ଲଂଘନ କରିଛି।”

ମହାନଦୀ ପ୍ରସଙ୍ଗରେ ବିଜେଡିର ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛି ବିଜେପି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି-“ ମହାନଦୀକୁ ରାଜନୈତିକ ମୁଦ୍ଦା କରିବାକୁ ବିଜେଡି ପ୍ରୟାସ କରୁଛି। ରାଜ୍ୟ ସରକାର ମହାନଦୀ ସମସ୍ୟାର ସମାଧାନ ଚାହୁଁନାହାନ୍ତି।  ମୁଖ୍ୟମନ୍ତ୍ରୀ ମୁଦ୍ଦା ଚାହାଁନ୍ତି ନା ସମାଧାନ ଚାହାଁନ୍ତି, ତାହା ସ୍ପଷ୍ଟ କରନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story