ସ୍ତ୍ରୀକୁ ମାରି ବେକରେ ଦଉଡି ଦେଇ ମଲେ ଯୁବକ

ରାଉରକେଲା(ଓଡ଼ିଶା ରିପୋର୍ଟର): ପାରିବାରିକ କଳହର କରୁଣ ପରିଣତି। ପତ୍ନୀକୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କଲା ସ୍ୱାମୀ। ସୁନ୍ଦରଗଡ଼ କୁଆଁରମୁଣ୍ଡା ଅନ୍ଧାରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। କୁଆରମୁଣ୍ଡା ଗାଁର ସକାଶ କାଣ୍ଡୋଲିନା ତାଙ୍କ ପତ୍ନୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା। ପରେ ନିଜେ ବେକରେ ରଶି ଲାଗାଇ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି।  ବୀରମିତ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  

mm

mm

Rakesh Mallick
  • Published: Wednesday, 17 January 2018
  • Updated: 17 January 2018, 02:05 PM IST

Sports

Latest News

https://youtu.be/WXlg-8n34RU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story