ଟ୍ରେନ୍‌ ଉପରକୁ ଚଢ଼ିଗଲେ, ଜିଅନ୍ତା ଜଳିଗଲେ ଯୁବକ

କଟକ (ପ୍ରଭାତ ବିଷୋୟୀ): କଟକ ରେଳ ଷ୍ଟେସନର ୭ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଏକ ଟ୍ରେନ୍‌ରେ ଚଢ଼ି  ଜଣେ ଯୁବକ ଜିଅନ୍ତା ଜଳି ଯାଇଛନ୍ତି। ଯୁବକଜଣକ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ଏପରି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ମୃତକଙ୍କ ପରିଚୟ ଜଣାପଡ଼ି ନାହିଁ। ସେ ମାନସିକ ବିକାରଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି। ଆଜି ସକାଳେ ଏକ କୋଇଲା ବୋଝେଇ ଟ୍ରେନ୍‌ ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ଉକ୍ତ ଯୁବକ ସେଥିରେ ଚଢ଼ି ଯାଇଥିଲେ। ଏହାପରେ ଉଚ୍ଚଶକ୍ତି […]

fair

fair

Jyoshna Pradhan
  • Published: Friday, 17 January 2020
  • Updated: 17 January 2020, 12:36 PM IST

Sports

Latest News

କଟକ (ପ୍ରଭାତ ବିଷୋୟୀ): କଟକ ରେଳ ଷ୍ଟେସନର ୭ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଏକ ଟ୍ରେନ୍‌ରେ ଚଢ଼ି  ଜଣେ ଯୁବକ ଜିଅନ୍ତା ଜଳି ଯାଇଛନ୍ତି। ଯୁବକଜଣକ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ଏପରି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ମୃତକଙ୍କ ପରିଚୟ ଜଣାପଡ଼ି ନାହିଁ। ସେ ମାନସିକ ବିକାରଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି।

ଆଜି ସକାଳେ ଏକ କୋଇଲା ବୋଝେଇ ଟ୍ରେନ୍‌ ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ଉକ୍ତ ଯୁବକ ସେଥିରେ ଚଢ଼ି ଯାଇଥିଲେ। ଏହାପରେ ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି  ଜିଅନ୍ତା ଜଳିଯାଇଥିଲେ।  କଟକ ଜିଆରପି ପୁଲିସ୍‌ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story