ମନ୍ଦିର ପୂଜକଙ୍କୁ ଗୋଡ଼ାଇ ଗୋଡ଼ାଇ ଦଳିଦେଲା ଦନ୍ତା

ସମ୍ବଲପୁର( ଓଡ଼ିଶା ରିପୋର୍ଟର): ମନ୍ଦିର ପୂଜକଙ୍କୁ ଗୋଡ଼ାଇ ମାରିଦେଲା ଦନ୍ତା। ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନା ଅନ୍ତର୍ଗତ ସାପ ଲହରା ଅଞ୍ଚଳରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସାପଲହରା ଶିବମନ୍ଦିରର ପୂଜକ ମୁରଲୀଧର ପୂଜାରୀ। ଗତକାଲି ସନ୍ଧ୍ୟାରେ ମୁରଲୀଧର ମନ୍ଦିରରୁ ପୂଜା ସାରି ଘରକୁ ଫେରୁଥିଲେ। ଏହି ସମୟରେ ସାପ ଲହରା ନିକଟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀକୁ ଦେଖି ମୁରଲୀଧର ଦୌଡ଼ିବାକୁ ଲାଗିଥିଲେ। ହାତୀ ମଧ୍ୟ ତାଙ୍କ ପଛରେ ଗୋଡ଼ାଇଥିଲା। […]

elephent

elephent

Tapaswini Nayak
  • Published: Wednesday, 03 August 2022
  • Updated: 03 August 2022, 09:24 AM IST

Sports

Latest News

ସମ୍ବଲପୁର( ଓଡ଼ିଶା ରିପୋର୍ଟର): ମନ୍ଦିର ପୂଜକଙ୍କୁ ଗୋଡ଼ାଇ ମାରିଦେଲା ଦନ୍ତା। ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନା ଅନ୍ତର୍ଗତ ସାପ ଲହରା ଅଞ୍ଚଳରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସାପଲହରା ଶିବମନ୍ଦିରର ପୂଜକ ମୁରଲୀଧର ପୂଜାରୀ।

ଗତକାଲି ସନ୍ଧ୍ୟାରେ ମୁରଲୀଧର ମନ୍ଦିରରୁ ପୂଜା ସାରି ଘରକୁ ଫେରୁଥିଲେ। ଏହି ସମୟରେ ସାପ ଲହରା ନିକଟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀକୁ ଦେଖି ମୁରଲୀଧର ଦୌଡ଼ିବାକୁ ଲାଗିଥିଲେ। ହାତୀ ମଧ୍ୟ ତାଙ୍କ ପଛରେ ଗୋଡ଼ାଇଥିଲା। ଶେଷରେ ସେ ତଳେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ମୁରଲୀଧରଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତଦେହ ନିକଟରେ ଶଙ୍ଖ ଓ ଘଣ୍ଟ ପଡ଼ିଛି। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବର ପାଇ ବନ ବିଭାଗ ମଧ୍ୟ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story