‘ଅନୁଭବ ଜଣେ ସୁପରଷ୍ଟାର, ହେଲେ ରାଜନୀତି ଶିଖି ନାହାନ୍ତି’

କଟକ(ଦେବାଶିଷ ମହାନ୍ତି): ସାଂସଦ ଅନୁଭବ ମହାନ୍ତିଙ୍କୁ ରାଜନୀତିରେ ଆହୁରି ବହୁତ କିଛି ଶିଖିବାକୁ ପଡ଼ିବ। ସେ କେବଳ ଜଣେ ସୁପରଷ୍ଟାର, ହେଲେ ତାଙ୍କୁ ରାଜନୀତି ମାଲୁମ ନାହିଁ ।  ପୁରୀଘାଟ ଥାନାକୁ ଆସି ଅନୁଭବଙ୍କ ନାଁରେ ଏପରି ବର୍ଷିଛନ୍ତି ଛାତ୍ର ବିଜେଡିର ରାଜ୍ୟ ଉପସଭାପତି ତଥା ତାଙ୍କ ପଡ଼ୋଶୀ ମଂଜିତ ଦାସ। ସେ କହିଛନ୍ତି,“ ଦଳୀୟ କର୍ମୀଙ୍କୁ ନେଇ କେମିତି ଚାଲିବାକୁ ପଡ଼େ, ତାଙ୍କୁ ଶିଖିବାକୁ ପଡ଼ିବ। ସେ ରାଜ୍ୟସଭା ଯାଇଥିଲେ, ଏବେ ଲୋକସଭାକୁ ନୂଆ ଯାଇଛନ୍ତି। […]

cuttack

cuttack

Jyoshna Pradhan
  • Published: Tuesday, 01 October 2019
  • Updated: 01 October 2019, 03:28 PM IST

କଟକ(ଦେବାଶିଷ ମହାନ୍ତି): ସାଂସଦ ଅନୁଭବ ମହାନ୍ତିଙ୍କୁ ରାଜନୀତିରେ ଆହୁରି ବହୁତ କିଛି ଶିଖିବାକୁ ପଡ଼ିବ। ସେ କେବଳ ଜଣେ ସୁପରଷ୍ଟାର, ହେଲେ ତାଙ୍କୁ ରାଜନୀତି ମାଲୁମ ନାହିଁ ।  ପୁରୀଘାଟ ଥାନାକୁ ଆସି ଅନୁଭବଙ୍କ ନାଁରେ ଏପରି ବର୍ଷିଛନ୍ତି ଛାତ୍ର ବିଜେଡିର ରାଜ୍ୟ ଉପସଭାପତି ତଥା ତାଙ୍କ ପଡ଼ୋଶୀ ମଂଜିତ ଦାସ।

ସେ କହିଛନ୍ତି,“ ଦଳୀୟ କର୍ମୀଙ୍କୁ ନେଇ କେମିତି ଚାଲିବାକୁ ପଡ଼େ, ତାଙ୍କୁ ଶିଖିବାକୁ ପଡ଼ିବ। ସେ ରାଜ୍ୟସଭା ଯାଇଥିଲେ, ଏବେ ଲୋକସଭାକୁ ନୂଆ ଯାଇଛନ୍ତି। ଲୋକସଭା ରାଜନୀତି କେମିତି କରିବାକୁ ପଡ଼େ ତାଙ୍କୁ ଶିଖିବାକୁ ପଡ଼ିବ। ମୋତେ ଧମକ ଦେଇ କହିଲେ, ତୋତେ ମାମୁଘର ପଠାଇ ଦେବି। ତୋ ପଲିଟିକାଲ କ୍ୟାରିଅର ସଫା କରିଦେବି। ଅନୁଭବ କ୍ଷମତାର ଦୁରୂପଯୋଗ କରୁଛନ୍ତି। ପୁଲିସ୍‌ ଉପରେ ବିଶ୍ୱାସ ଅଛି, ମୋତେ ନ୍ୟାୟ ମିଳିବ।”

ଅନ୍ୟପକ୍ଷରେ ଅନୁଭବଙ୍କ ନାଁରେ ପାଲଟା ଏତଲା କରିବେ କି ପ୍ରଶ୍ନରେ ସେ କହିଛନ୍ତି-”ଏତଲା ଦେଇ ଦଳର ଇମେଜ ଖରାପ କରିବାକୁ ଚାହିଁବିନି।”

ସୂଚନାଯୋଗ୍ୟ,  ଆଜି ମଂଜିତ ଦାସଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ  ମାମଲା ରୁଜୁ ହୋଇଛି।    ଗତକାଲି ରାତିରେ ସାଂସଦ ଅନୁଭବ ମହାନ୍ତିଙ୍କ ପିଏସଓ କଟକ ପୁରୀଘାଟ ଥାନାରେ ଦାଏର କରିଥିବା ଅଭିଯୋଗ ଆଧାରରେ ଆଜି ମାମଲା ରୁଜୁ ହୋଇଛି । ଆଇପିସିର ଦଫା ୩୪୧, ୩୨୩, ୨୯୪, ୩୦୭, ୩୭୯ରେ ମାମଲା ହୋଇଛି।

ସାଂସଦ ଅନୁଭବ ମହାନ୍ତି ମଂଜିତଙ୍କ ନାଁରେ ଗତକାଲି  ଟ୍ୱିଟ୍ ମାଧ୍ୟମରେ କମିଶନରଙ୍କୁ ଅଭିଯୋଗ ଜଣାଇଥିଲେ। ଏହାସହ ଅନ୍ୟ ଏକ ଟ୍ୱିଟରେ ପୁରୀଘାଟ ଥାନା ଆଇଆଇସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ବି କରିଥିଲେ ।

ତେବେ ଏସବୁକୁ ଖଣ୍ଡନ କରିବା ସହ ପାଲଟା ଅନୁଭବଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଥିଲେ ମଂଜିତ ।  ଦୀର୍ଘ ବର୍ଷ ଧରି ଉଭୟ ପରିବାର ମଧ୍ୟରେ କଳହ ଚାଲିଆସିଥିବା ବେଳେ ଏବେ ବିନା କାରଣରେ ଅନୁଭବ ତାଙ୍କୁ ଗାଳିଗୁଳଜ କରିଥିବା ସେ କହିଥିଲେ । ଦୀର୍ଘ ବର୍ଷ ଧରି ମଂଜିତଙ୍କ ଘର ଭିତରେ ଅନୁଭବଙ୍କ ପରିବାର ଗାଡ଼ି ରଖୁଥିଲେ । ମାତ୍ର ଭିଡ଼ ବଢ଼ିବାରୁ ଏନେଇ ଗତ କିଛି ଦିନ ତଳେ ମଂଜିତ , ଅନୁଭବଙ୍କ ସହ କଥା ହୋଇଥିଲେ । ହେଲେ ଅନୁଭବ ତାଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଳଜ କରିଥିଲେ । ଏହାପରେ ଦୁଇ ଦିନ ପୂର୍ବେ ମଂଜିତଙ୍କ ସହିତ ସାହିର ଦୁଇ ଜଣ ପିଲାଙ୍କର ଝଗଡ଼ା ହୋଇଥିଲା। ମାତ୍ର ଅନୁଭବ ଏଥିରେ ଅଯଥାରେ ହସ୍ତକ୍ଷେପ କରିବା ସହ ମଂଜିତଙ୍କୁ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି। ପୁରା ଘଟଣାକୁ ନେଇ ଅନୁଭବଙ୍କ ପ୍ରତିକ୍ରିୟା ମିଳିପାରିନାହିଁ  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story