ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ସମ୍ବଲପୁର(ସମୀର ଷଡଙ୍ଗୀ): କାମ ଯୋଗାଡ଼ କରିଦେବା ବାହାନାରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ଜଣଙ୍କ ଧନୁପାଲି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣେ ଡ୍ରାଇଭର। ତାଙ୍କର ଡାକ୍ତରୀମାଇନା କରି ପୁଲିସ୍ ଘଟଣାର ତଦନ୍ତ କରୁଛି। ସମ୍ବଲପୁର ଏସିପ୍ ସଞ୍ଜୀବ ଆରୋରା କହିଛନ୍ତି,“ଗତକାଲି ରାତିରେ ଝାଡ଼ଖଣ୍ଡ ଅଞ୍ଚଳର ଏକ ଦମ୍ପତି କାମ ଅନୁସନ୍ଧାନରେ ସମ୍ବଲପୁର ଆସିଥିଲେ। ସେଠାରେ ଅଭିଯୁକ୍ତ ସହ ସେମାନଙ୍କର ଦେଖା […]

rape-2

rape-2

Tapaswini Nayak
  • Published: Thursday, 16 May 2019
  • Updated: 16 May 2019, 02:09 PM IST

Sports

Latest News

ସମ୍ବଲପୁର(ସମୀର ଷଡଙ୍ଗୀ): କାମ ଯୋଗାଡ଼ କରିଦେବା ବାହାନାରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ଜଣଙ୍କ ଧନୁପାଲି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣେ ଡ୍ରାଇଭର। ତାଙ୍କର ଡାକ୍ତରୀମାଇନା କରି ପୁଲିସ୍ ଘଟଣାର ତଦନ୍ତ କରୁଛି।

ସମ୍ବଲପୁର ଏସିପ୍ ସଞ୍ଜୀବ ଆରୋରା କହିଛନ୍ତି,“ଗତକାଲି ରାତିରେ ଝାଡ଼ଖଣ୍ଡ ଅଞ୍ଚଳର ଏକ ଦମ୍ପତି କାମ ଅନୁସନ୍ଧାନରେ ସମ୍ବଲପୁର ଆସିଥିଲେ। ସେଠାରେ ଅଭିଯୁକ୍ତ ସହ ସେମାନଙ୍କର ଦେଖା ହୋଇଥିଲା। ସେମାନଙ୍କୁ କାମ ଦେବା ବାହାନାରେ ଅଭିଯୁକ୍ତ ଜଣଙ୍କ ଏକ କାରାଖାନାକୁ ନେଇ ଯାଇଥିଲା। ସେ ସେମାନଙ୍କ ସହିତ ଭଲ ଭାବେ ମିଶି ଯାଇଥିଲା। ସେମାନେ ବି ଅଭିଯୁକ୍ତକୁ ଭଲ ଲୋକ ବୋଲି ଭାବି ନେଇଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ମହିଳାଙ୍କୁ ଏକ ନିଛାଟିଆ ସ୍ଥାନକୁ ଡାକି ନେଇ ଦୁଷ୍କର୍ମ କରିଥିଲା ବୋଲି ଅଭିଯୋଗ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story