ହାତକୁ ଦି’ ହାତ ହେଲେ ୨୫ ଯୋଡି ପୁଅଝିଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେଉଁ ପରିବାର ପ୍ରେମକୁ ସ୍ୱୀକୃତି ଦେଉନଥିଲେ ତ ଆଉ କିଏ ଆର୍ଥିକ ଅଭାବରୁ ବିବାହ କରିପାରୁନଥିଲେ। ସେମିତି କିଛି ପୁଅ-ଝିଅଙ୍କୁ ଆଜି ବିବାହ ବନ୍ଧନରେ ବାନ୍ଧିଛି ସାମାଜିକ ଅନୁଷ୍ଠାନ ‘ପ୍ରୟାସ’। ଭୁବନେଶ୍ୱର ରାମମନ୍ଦିରରେ ଏହି ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ୨୫ ଯୋଡି ବରକନ୍ୟା ହାତକୁ ଦିହାତ ହୋଇଛନ୍ତି। ଭୁବନେଶ୍ୱର ମଙ୍ଗଳାନଗର ବସ୍ତିର ଦିବ୍ୟାଙ୍ଗ ଶୁଭାଞ୍ଜଳୀ ସେଠୀ। ପାଦରେ ଅଳତା, ଦେହରେ ଲାଲ ଫର୍ ଫର୍ ଶାଢୀ ସାଙ୍ଗକୁ ମଥାରେ ନାଲୀ […]

bbsr

bbsr

Manoranjan Sial
  • Published: Sunday, 02 February 2020
  • Updated: 02 February 2020, 09:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେଉଁ ପରିବାର ପ୍ରେମକୁ ସ୍ୱୀକୃତି ଦେଉନଥିଲେ ତ ଆଉ କିଏ ଆର୍ଥିକ ଅଭାବରୁ ବିବାହ କରିପାରୁନଥିଲେ। ସେମିତି କିଛି ପୁଅ-ଝିଅଙ୍କୁ ଆଜି ବିବାହ ବନ୍ଧନରେ ବାନ୍ଧିଛି ସାମାଜିକ ଅନୁଷ୍ଠାନ ‘ପ୍ରୟାସ’। ଭୁବନେଶ୍ୱର ରାମମନ୍ଦିରରେ ଏହି ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ୨୫ ଯୋଡି ବରକନ୍ୟା ହାତକୁ ଦିହାତ ହୋଇଛନ୍ତି।

ଭୁବନେଶ୍ୱର ମଙ୍ଗଳାନଗର ବସ୍ତିର ଦିବ୍ୟାଙ୍ଗ ଶୁଭାଞ୍ଜଳୀ ସେଠୀ। ପାଦରେ ଅଳତା, ଦେହରେ ଲାଲ ଫର୍ ଫର୍ ଶାଢୀ ସାଙ୍ଗକୁ ମଥାରେ ନାଲୀ ଓଡଣୀ ଦେଇ ବିବାହ ବେଦୀରେ ବସିଛନ୍ତି। ବର ବାସୁଦେବ ସେଠୀ ହିନ୍ଦୁ ରୀତିନୀତିରେ ଅଗ୍ନିକୁ ସାକ୍ଷି ରଖି ବେକରେ ଫୁଲମାଳ ପକାଇ ଶୁଭାଞ୍ଜଳୀଙ୍କୁ ନିଜର ସ୍ତ୍ରୀ ରୂପେ ଗ୍ରହଣ କରିଛନ୍ତି। ଆର୍ଥିକ ଅଭାବରୁ ଦୁହେଁ, ଦୁହିଁଙ୍କୁ ବିବାହ କରି ପାରୁନଥିଲେ। ତେବେ ସାମାଜିକ ଅନୁଷ୍ଠାନ ‘ପ୍ରୟାସ’ ଦ୍ୱାର ଆୟୋଜିତ ସାମୂହିକ ବିବାହ ଉଭୟଙ୍କୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ସେହିପରି ସାଲିଆ ସାହିର ପାର୍ବତୀ ହାଂସଦା ଓ ଦୀପକ ମାରାଣ୍ଡି। ଦୀର୍ଘ ୫ ବର୍ଷ ହେଲା ଉଭୟେ ଉଭୟଙ୍କୁ ପ୍ରେମ କରିଥିଲେ। ହେଲେ ଉଭୟଙ୍କ ପରିବାର ପ୍ରେମ ବିହାହକୁ ସ୍ୱୀକୃତି ଦେଉ ନଥିଲେ। ଶେଷରେ ଆଜି ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଖାଲି ଏହି ଦୁଇ ଯୋଡି ନୁହନ୍ତି, ଏମିତି ୨୫ ଯୋଡି ଆର୍ଥିକ ଅନଗ୍ରସର, ଦିବ୍ୟାଙ୍ଗ ଓ ଅନାଥ ପୁଅଝିଅ ମାସୂହିକ ବିବାହ କରିଛନ୍ତି।

 ଏହି ବିବାହରେ ସ୍ଥାନ ପାଇ ନଥିଲା ଜାତି, ଜାତକ ଓ ଯୌତୁକ। ହିନ୍ଦୁ ବିବାହ ଆଇନ ଅନୁସାରେ ବିବାହ ପଞ୍ଜିକରଣ କରାଯାଇଛି। ହିନ୍ଦୁ ରୀତିନୀତି ଅନୁସାରେ ବେଦ ପାଠ, ମନ୍ତ୍ର ଉଚାରଣ ଓ ଅଗ୍ନିଦେବତାଙ୍କୁ ହୋମ ଯଜ୍ଞ କରାଯାଇ ବର କନ୍ୟାଙ୍କୁ ବିବାହ କରାଯାଇଥିଲା। ରାଜ୍ୟର ଜଣାଶୁଣା ବ୍ୟକ୍ତି ବିଶେଷମାନେ କନ୍ୟାପିତା ଓ ବରପିତା ଭାବେ ଉପସ୍ଥିତ ରହି ବର-କନ୍ୟାଙ୍କୁ ବିବାହ କରାଇଥିଲେ। ବିବାହ ପରେ ନବ ଦମ୍ପତ୍ତିଙ୍କ ଏକ ବର୍ଷ ଧରି ଚଳିବା ପାଇଁ ବିଭିନ୍ନ ଅନୁଷ୍ଠାନମାନ ଆନୁଷଙ୍ଗିକ ଜିନିଷ ପ୍ରଦାନ କରିଥିଲେ।

ବିବାହ ଧୂମଧାମରେ ହୋଇଛି। ଅଶୋକ ନଗର ସ୍ଥିତ ଆର୍ଯ୍ୟ ସଂସ୍କୃତି ମନ୍ଦିରରୁ ୨୫ଟି ରଙ୍ଗବେରଙ୍ଗର ଫୁଲରେ ସୁସଜିତ କାରରେ ୨୫ ଜଣ ବର ବସି ବରଯାତ୍ରୀରେ ବାହାରି ଥିଲେ। ବରଯାତ୍ରୀ ରାମ ମନ୍ଦିରରେ ପହଞ୍ଚିବା ପରେ ବରମାନଙ୍କୁ ବରଣୀ କରାଯାଇ ବେଦୀ ମଣ୍ଡପକୁ ନିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story