ବଦଳିଲା ମାଟ୍ରିକ୍‌ ପରୀକ୍ଷା ସମୟ

କଟକ(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଫେବୃଆରୀ ୨୨ରୁ ମାର୍ଚ୍ଚ ୮ ତାରିଖ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା। ଏଥର ମୋଟ ୫ ଲକ୍ଷ ୪୫ ହଜାର ୩୬୪ ରେଗୁଲାର ପିଲା ଦେବେ ପରୀକ୍ଷା। ପରୀକ୍ଷାର୍ଥୀ ଫେବୃଆରୀ ୮ରୁ ୱେବସାଇଟ୍‌ରୁ ଆଡ୍‌ମିଟ କାର୍ଡ ଡାଉନଲୋଡ୍‌ କରିପାରିବେ ପରୀକ୍ଷା। ପରୀକ୍ଷା ସିଟିଂରେ ଏଥର ପରିବର୍ତ୍ତନ କରାଯାଇଛି। ପ୍ରଥମ ସିଟିଂ ସକାଳ ୧୦ଟାରୁ ସାଢେ ୧୨ଟା ଓ ଦ୍ୱିତୀୟ ସିଟିଂ ଦିନ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ହେବ। ଏଥିପାଇଁ ୨ […]

matric

matric

Manoranjan Sial
  • Published: Friday, 01 February 2019
  • Updated: 01 February 2019, 06:55 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଫେବୃଆରୀ ୨୨ରୁ ମାର୍ଚ୍ଚ ୮ ତାରିଖ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା। ଏଥର ମୋଟ ୫ ଲକ୍ଷ ୪୫ ହଜାର ୩୬୪ ରେଗୁଲାର ପିଲା ଦେବେ ପରୀକ୍ଷା। ପରୀକ୍ଷାର୍ଥୀ ଫେବୃଆରୀ ୮ରୁ ୱେବସାଇଟ୍‌ରୁ ଆଡ୍‌ମିଟ କାର୍ଡ ଡାଉନଲୋଡ୍‌ କରିପାରିବେ ପରୀକ୍ଷା।
ପରୀକ୍ଷା ସିଟିଂରେ ଏଥର ପରିବର୍ତ୍ତନ କରାଯାଇଛି। ପ୍ରଥମ ସିଟିଂ ସକାଳ ୧୦ଟାରୁ ସାଢେ ୧୨ଟା ଓ ଦ୍ୱିତୀୟ ସିଟିଂ ଦିନ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ହେବ। ଏଥିପାଇଁ ୨ ହଜାର ୮୩୦ଟି ପରୀକ୍ଷା କେନ୍ଦ୍ର ଓ ୩୦୪ଟି ନୋଡାଲ ସେଣ୍ଟର ହୋଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଜାହାନ ଆରା ବେଗମ ଏହି ସୂଚନା ଦେଇଛନ୍ତି।
ମୋଟ୍‌ ୬୯୩ଟି ଡେସ୍‌ପାଚ୍ ଟିମ୍‌ ଗଠନ କରାଯାଇ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପଠାଯିବାର ବ୍ୟବସ୍ଥା କରାଯାଇଛି। ଜଣେ OAS ସ୍ତରୀୟ ଅଧିକାରୀଙ୍କ ତଦାରଖରେ ହିଁ ୩ ସ୍ତରରେ ଯାଞ୍ଚ କରିବା ପରେ ପରୀକ୍ଷା ପତ୍ର ପଠାଯିବ। ପରୀକ୍ଷାକୁ ସ୍ୱଚ୍ଛ କରିବା ପାଇଁ କେନ୍ଦ୍ରଗୁଡିକରେ ମୋବାଇଲ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କେବଳ ସେଣ୍ଟର ସୁପରଭାଇଜର ହିଁ ମୋବାଇଲ ବ୍ୟବହାର କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story