ମାଛ ଧରିବାକୁ ଡାକି ନେଇ ନାବାଳିକାକୁ ଦୁଷ୍କର୍ମ

ଜୟପୁର(ଟି.ଗୌରୀ ଶଙ୍କର): ଚାଷ ଜମିରୁ ମାଛ ଧରିବାକୁ ନାବାଳିକାକୁ ଘରୁ ଡାକିନେଲେ ଗାଁର ଜଣେ ଯୁବକ । ହେଲେ ଚାଷ ଜମିକୁ ନ ଯାଇ ଝିଅଟିକୁ ଜଙ୍ଗଲକୁ ନେଇଯାଇ ଦୁଷ୍କର୍ମ କଲେ। ଘରକୁ ଫେରିବା ପରେ ୬ ବର୍ଷୀୟା ନାବାଳିକା ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଲା।  ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ବି ଏ ଯାଏ ପୁଲିସ୍‌ କାହାକୁ ଗିରଫ କରି ନାହିଁ। ଏପରି ଲଜ୍ଜାଜନକ ଘଟଣା କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ ଅଞ୍ଚଳରେ ଗତ […]

jeypore

jeypore

Jyoshna Pradhan
  • Published: Friday, 08 November 2019
  • Updated: 08 November 2019, 10:15 AM IST

Sports

Latest News

ଜୟପୁର(ଟି.ଗୌରୀ ଶଙ୍କର): ଚାଷ ଜମିରୁ ମାଛ ଧରିବାକୁ ନାବାଳିକାକୁ ଘରୁ ଡାକିନେଲେ ଗାଁର ଜଣେ ଯୁବକ । ହେଲେ ଚାଷ ଜମିକୁ ନ ଯାଇ ଝିଅଟିକୁ ଜଙ୍ଗଲକୁ ନେଇଯାଇ ଦୁଷ୍କର୍ମ କଲେ। ଘରକୁ ଫେରିବା ପରେ ୬ ବର୍ଷୀୟା ନାବାଳିକା ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଲା।  ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ବି ଏ ଯାଏ ପୁଲିସ୍‌ କାହାକୁ ଗିରଫ କରି ନାହିଁ। ଏପରି ଲଜ୍ଜାଜନକ ଘଟଣା କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ ଅଞ୍ଚଳରେ ଗତ ବୁଧବାର ହୋଇଥିବା ଅଭିଯୋଗ ହୋଇଛି।

ଗାଁର ଯୁବକ ଡମ୍ୱରୁ ମୁଦୁଲି ସମ୍ପୃକ୍ତ ଶିଶୁ କନ୍ୟାକୁ ଡାକି ନେଇ ଏପରି କାଣ୍ଡ ଘଟାଇଥିବା ଗତକାଲି ପୀଡ଼ିତାଙ୍କ ପରିବାର ପକ୍ଷରୁ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।  ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ପୀଡ଼ିତାକୁ ଜୟପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହେଲେ ପୁଲିସ୍‌ ଅଭିଯୁକ୍ତକୁ  ଗିରଫ କରି ନ ଥିବାରୁ  ଗାଁରେ ଅସନ୍ତୋଷ ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story