ମାଆଙ୍କୁ ଡ଼ାକିବାକୁ ଯାଉଥିବା ବେଳେ ରାସ୍ତାରୁ ଝିଅକୁ ଟେକିନେଲେ...

ବ୍ରହ୍ମପୁର (ଜଗନ୍ନାଥ ସାହୁ): ସଭ୍ୟ ସମାଜରେ ଘଟିଛି ପୁଣି ଏକ ଲଜ୍ଜାଜନକ ଘଟଣା। ଜଣେ ନାବାଳିକା ଗଣ ଦୁଷ୍କର୍ମର ଶିକାର ହୋଇଛି। ମାଆକୁ ଡାକିବା ପାଇଁ ଯାଉଥିବା ବେଳେ ରାସ୍ତାରେ ଝିଅଟିକୁ ଟେକିନେଇ ଯୌନ ରାକ୍ଷସମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଥର ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। […]

rape

rape

Tapaswini Nayak
  • Published: Monday, 17 December 2018
  • Updated: 17 December 2018, 06:22 PM IST

Sports

Latest News

ବ୍ରହ୍ମପୁର (ଜଗନ୍ନାଥ ସାହୁ): ସଭ୍ୟ ସମାଜରେ ଘଟିଛି ପୁଣି ଏକ ଲଜ୍ଜାଜନକ ଘଟଣା। ଜଣେ ନାବାଳିକା ଗଣ ଦୁଷ୍କର୍ମର ଶିକାର ହୋଇଛି। ମାଆକୁ ଡାକିବା ପାଇଁ ଯାଉଥିବା ବେଳେ ରାସ୍ତାରେ ଝିଅଟିକୁ ଟେକିନେଇ ଯୌନ ରାକ୍ଷସମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଥର ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ୧୫ ତାରିଖ ସନ୍ଧ୍ୟା ବେଳେ ୧୬ ବର୍ଷୀୟା ମାମିନା (ଛଦ୍ମନାମ)ଙ୍କ ମାଆପଡ଼ୋଶୀଙ୍କ ଘରକୁ ଯାଇଥିଲେ। ମାମିନା ମାଆଙ୍କୁ ଡାକିବା ପାଇଁ ଗାଁ ଦାଣ୍ଡରେ ଯାଉଥିଲେ। ଏହି ସମୟରେ ତାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ ଗାଁର ତିନି ଜଣ ଯୁବକ। ପରେ ତାଙ୍କ ମୁହଁରେ ହାତ ଦେଇ ବିଲ ମଝିକୁ ଟେକି ନେଇଗଲେ। ସେଠାରେ ତାଙ୍କୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ଅଭିଯୁକ୍ତମାନେ ସେଠାରେ ନାବାଳିକାଙ୍କୁ ଛାଡ଼ି ପଳାଇ ଯାଇଥିଲେ।

୧୬ ତାରିଖରେ ନାବାଳିକାଙ୍କ ପରିବାର ଏନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ କାହ୍ନା ପାତ୍ର, ତପନ ନାୟକ ଓ ସୁଧାକର ନାୟକଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ମଧ୍ୟ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story