ଉଦ୍ଧାର ହେଲେ ନିଖୋଜ ସମିତି ସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ) : ଗତ ୨ ଦିନ ହେଲା ନିଖୋଜ ଥିବା ଢେଙ୍କାନାଳ ସଦର ବ୍ଲକ ୨ନମ୍ବର ଜିଲ୍ଲାପରିଷଦ ଜୋନର ସାଙ୍କୁଲେଇ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀ ଆଜି ସକାଳୁ ଉଦ୍ଧାର ହୋଇଛନ୍ତି । ମୁମୂର୍ଷ ଅବସ୍ଥାରେ ଢେଙ୍କାନାଳ ସହରର ବାଜିଚୌକ ସ୍ଥିତ ଓଭରବ୍ରିଜ ନିକଟରୁ ତାଙ୍କୁ ଉଦ୍ଧାର କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଛି ସଦର ଥାନା ପୁଲିସ। ଆଜି ସକାଳୁ ସାଙ୍କୁଲେଇ ପଞ୍ଚାୟତରେ ନିର୍ବାଚନ ହେଉଥିବା ବେଳେ ସମିତି […]

rescue

rescue

Niharika Rout
  • Published: Friday, 18 February 2022
  • Updated: 18 February 2022, 10:01 AM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ) : ଗତ ୨ ଦିନ ହେଲା ନିଖୋଜ ଥିବା ଢେଙ୍କାନାଳ ସଦର ବ୍ଲକ ୨ନମ୍ବର ଜିଲ୍ଲାପରିଷଦ ଜୋନର ସାଙ୍କୁଲେଇ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀଙ୍କ ସ୍ୱାମୀ ଆଜି ସକାଳୁ ଉଦ୍ଧାର ହୋଇଛନ୍ତି । ମୁମୂର୍ଷ ଅବସ୍ଥାରେ ଢେଙ୍କାନାଳ ସହରର ବାଜିଚୌକ ସ୍ଥିତ ଓଭରବ୍ରିଜ ନିକଟରୁ ତାଙ୍କୁ ଉଦ୍ଧାର କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଛି ସଦର ଥାନା ପୁଲିସ। ଆଜି ସକାଳୁ ସାଙ୍କୁଲେଇ ପଞ୍ଚାୟତରେ ନିର୍ବାଚନ ହେଉଥିବା ବେଳେ ସମିତି ସଭ୍ୟ ପ୍ରାର୍ଥୀଙ୍କ ନିଖୋଜ ସ୍ୱାମୀ ଉଦ୍ଧାର ହେବା ଚର୍ଚ୍ଚାର ବିଷୟ ହୋଇଛି।

ଗତ ବୁଧବାରଠାରୁ ସାଙ୍କୁଲେଇ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଭାରତୀ ରଥଙ୍କ ପାଇଁ ପ୍ରଚାର କରିବାକୁ ଯାଇ ତାଙ୍କ ସ୍ଵାମୀ ଚିନ୍ମୟ କୁମାର ଦାସ ନିଖୋଜ ଥିଲେ।  ସ୍ୱାମୀଙ୍କୁ ଫେରାଇ ଦେବା  ପାଇଁ ଭାରତୀ ବହୁ ଗୁହାରୀ ହେବା ପରେ ଆଜି ସକାଳୁ ତାଙ୍କୁ ଢେଙ୍କାନାଳ ସହରର ବାଜିଚୌକ ସ୍ଥିତ ଓଭରବ୍ରିଜ ନିକଟରୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ସଦର ଥାନା ପୁଲିସ। ତେବେ ଚିନ୍ମୟଙ୍କ ଚେତା ଫେରି ନ ଥିବାରୁ  ତାଙ୍କୁ କିଏ ଅପହରଣ କରି ନେଇଥିଲା, ୨ ଦିନ କେଉଁଠି ରଖିଲା ସେ ନେଇ କିଛି ସଠିକ୍‌ ତଥ୍ୟ ମିଳିପାରିନି। କିନ୍ତୁ ତାଙ୍କୁ ଡିକି ଭିତରେ ବାନ୍ଧି ରଖାଯାଇଥିବା ଚିନ୍ମୟ କହୁଥିବା ତାଙ୍କ ସମ୍ପର୍କୀୟ କହୁଛନ୍ତି।

ସୂଚନାଯୋଗ୍ୟ, ଚିନ୍ମୟଙ୍କ ନିଖୋଜ ନେଇ ତାଙ୍କ ପରିବାର ପକ୍ଷରୁ ଗତ ବୁଧବାର ଅଭିଯୋଗ ହେବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରି ଢୋଲପଶି-ସାଙ୍କୁଲେଇ ରାସ୍ତା ନିକଟରୁ ସ୍କୁଟିକୁ ଉଦ୍ଧାର କରିଥିଲା। ଏହାପରେ ଆଜି ତାଙ୍କୁ ଉଦ୍ଧାର କରିଛି ପୁଲିସ୍‌।

ପୁଲିସ୍‌ କେବଳ ଫୋନ୍‌ କରି ମେଡିକାଲ ଆସିବା ପାଇଁ କହିବା ସହ ଅପହରଣ ପଛରେ କିଏ ଅଛି, ସେ ସମ୍ପର୍କରେ ସୂଚନା ଦେଇ ନ ଥିବା କହିଛନ୍ତି ଭାରତୀ।

https://youtu.be/ppWm-aeEOBU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story