‘ମୋ ସ୍ତ୍ରୀକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି’

ପିପିଲି (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା କଣାସ ଥାନା ଅଁଳାଯୋଡ଼ିରେ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି। ମହିଳା ଜଣକ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ସ୍ୱାମୀ ଅଭିଯୋଗ ଆରିଛନ୍ତି। ମୃତ ମହିଳା ଜଣକ ହେଲେ କବିତା ଦତ୍ତ। ମଙ୍ଗଳବାର ରାତିରେ କବିତାଙ୍କ ସ୍ୱାମୀ ଭାଗବତ ବ୍ରହ୍ମପୁର ଯାଇଥିଲେ। ରାତି ୨ଟା ସମୟରେ ଗ୍ରାମବାସୀଙ୍କଠାରୁ ଖବର ପାଇ ଘରକୁ ଫେରିଥିଲେ। ହେଲେ ପତ୍ନୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ତେବେ […]

pipili

pipili

Tapaswini Nayak
  • Published: Wednesday, 19 September 2018
  • Updated: 19 September 2018, 01:47 PM IST

Sports

Latest News

ପିପିଲି (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା କଣାସ ଥାନା ଅଁଳାଯୋଡ଼ିରେ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି। ମହିଳା ଜଣକ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ସ୍ୱାମୀ ଅଭିଯୋଗ ଆରିଛନ୍ତି। ମୃତ ମହିଳା ଜଣକ ହେଲେ କବିତା ଦତ୍ତ।

ମଙ୍ଗଳବାର ରାତିରେ କବିତାଙ୍କ ସ୍ୱାମୀ ଭାଗବତ ବ୍ରହ୍ମପୁର ଯାଇଥିଲେ। ରାତି ୨ଟା ସମୟରେ ଗ୍ରାମବାସୀଙ୍କଠାରୁ ଖବର ପାଇ ଘରକୁ ଫେରିଥିଲେ।

ହେଲେ ପତ୍ନୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ତେବେ ଘରର ଆଜବେସଟ୍ସ ଛାତ ଭାଙ୍ଗି ଥିବାରୁ ତାଙ୍କୁ କେହି ହତ୍ୟା କରି ଓହଳାଇ ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ଭାଗବତ।

ସେପଟେ ଖବର ପାଇ କଣାସ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ସ୍ୱାମୀ ଭାଗବତ ଓ ତାଙ୍କ ୧୦ ବର୍ଷର ପୁଅକୁ ପଚରାଉଚରା କରିବା ସହ ଗ୍ରାମର ଅନ୍ୟ ଲୋକଙ୍କୁ ମଧ୍ୟ ଜେରା କରିଛି ପୁଲିସ।

ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମହିଳାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story