ବିଜେପି ଛାଡ଼ିବା ପରେ ନବୀନଙ୍କୁ ଭେଟିଲେ ନାରାୟଣ: ୩ରେ ବିଜେଡିରେ ହେବେ ସାମିଲ

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେଇ ବରଗଡ଼ ବିଜେପି ଜିଲ୍ଲା ସଭାପତି ନାରାୟଣ ସାହୁ ବିଜେଡିରେ ମିଶିଛନ୍ତି। ନାରାୟଣ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ବିଜେଡିରେ ମିଶିଥିବା ଘୋଷଣା କରିଛନ୍ତି। ଆସନ୍ତା ୩ ତାରିଖରେ ବିଜେପୁରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି।

ନାରାୟଣ କହିଛନ୍ତି,“ ବିଜେଡିରେ ଯୋଗଦେଇ ମୁଁ ମୋର ପୁରୁଣା ଘରକୁ ଫେରିଛି। ବିଜେପିରେ ନୀତି ନୈତିକତା ନାହିଁ, ତ୍ୟାଗ ଓ ତପସ୍ୟାର ମୂଲ୍ୟ ଏଠାରେ କେହି ବୁଝନ୍ତି ନାହିଁ। ମୁଁ ଅଣନିଶ୍ୱାସୀ ହୋଇପଡ଼ିଥିଲି। ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେଡିରେ ମିଶିବାକୁ ନିଷ୍ପତ୍ତି ନେଇଛି।”

ବରଗଡ଼ ବିଜେପିର ଟାଣୁଆ ନେତା ତଥା ଜିଲ୍ଲା ସଭାପତି ଥିବା ନାରାୟଣ ସାହୁ ଆଜି ଦଳର ପ୍ରାଥମିକ ସଦସ୍ୟ ଓ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିବା ନିଜେ ସୂଚନା ଦେଇଥିଲେ। ନାରାୟଣ ସାହୁ ତାଙ୍କ ଇସ୍ତଫାପତ୍ର ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଥିବା ବେଳେ ଦଳର କାର୍ଯ୍ୟଶୈଳୀରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିଥିବା ଦର୍ଶାଇଥିଲେ।

Ordigital Desk
• Published: Tuesday, 21 November 2017
• Updated: 21 November 2017, 01:02 PM IST

Sports

Latest News

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେଇ ବରଗଡ଼ ବିଜେପି ଜିଲ୍ଲା ସଭାପତି ନାରାୟଣ ସାହୁ ବିଜେଡିରେ ମିଶିଛନ୍ତି। ନାରାୟଣ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ବିଜେଡିରେ ମିଶିଥିବା ଘୋଷଣା କରିଛନ୍ତି। ଆସନ୍ତା ୩ ତାରିଖରେ ବିଜେପୁରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି।

ନାରାୟଣ କହିଛନ୍ତି,“ ବିଜେଡିରେ ଯୋଗଦେଇ ମୁଁ ମୋର ପୁରୁଣା ଘରକୁ ଫେରିଛି। ବିଜେପିରେ ନୀତି ନୈତିକତା ନାହିଁ, ତ୍ୟାଗ ଓ ତପସ୍ୟାର ମୂଲ୍ୟ ଏଠାରେ କେହି ବୁଝନ୍ତି ନାହିଁ। ମୁଁ ଅଣନିଶ୍ୱାସୀ ହୋଇପଡ଼ିଥିଲି। ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେଡିରେ ମିଶିବାକୁ ନିଷ୍ପତ୍ତି ନେଇଛି।”

ବରଗଡ଼ ବିଜେପିର ଟାଣୁଆ ନେତା ତଥା ଜିଲ୍ଲା ସଭାପତି ଥିବା ନାରାୟଣ ସାହୁ ଆଜି ଦଳର ପ୍ରାଥମିକ ସଦସ୍ୟ ଓ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିବା ନିଜେ ସୂଚନା ଦେଇଥିଲେ। ନାରାୟଣ ସାହୁ ତାଙ୍କ ଇସ୍ତଫାପତ୍ର ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଥିବା ବେଳେ ଦଳର କାର୍ଯ୍ୟଶୈଳୀରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡ଼ିଥିବା ଦର୍ଶାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos