ନବୀନ ଟଙ୍କା ହାତରେ, ମୋଦି ଟଙ୍କା ଆକାଉଣ୍ଟରେ

ଗୋଟିଏ ଦେଶ, ହେଲେ ଓଡ଼ିଶାରେ ଭତ୍ତା ବଣ୍ଟାଯିବ ଦୁଇ ପ୍ରକାର। କେନ୍ଦ୍ର ଭତ୍ତା ଆକାଉଣ୍ଟରେ, ରାଜ୍ୟ ଭତ୍ତା ନଗଦ ଟଙ୍କାରେ। ରାଜ୍ୟ ସରକାର ଟଙ୍କା ହାତରେ ଦେଲେ ବାଟମାରଣା ବଢିବ। ଆକାଉଣ୍ଟକୁ ଟଙ୍କା ଆସିଲେ ରୋକି ହେବ ବାଟମାରଣା।

Manoj Swain
  • Published: Thursday, 25 May 2023
  • Updated: 25 May 2023, 11:59 AM IST

Sports

Latest News

ଗୋଟିଏ ଦେଶ, ହେଲେ ଓଡ଼ିଶାରେ ଭତ୍ତା ବଣ୍ଟାଯିବ ଦୁଇ ପ୍ରକାର। କେନ୍ଦ୍ର ଭତ୍ତା ଆକାଉଣ୍ଟରେ, ରାଜ୍ୟ ଭତ୍ତା ନଗଦ ଟଙ୍କାରେ। ରାଜ୍ୟ ସରକାର ଟଙ୍କା ହାତରେ ଦେଲେ ବାଟମାରଣା ବଢିବ। ଆକାଉଣ୍ଟକୁ ଟଙ୍କା ଆସିଲେ ରୋକି ହେବ ବାଟମାରଣା। ରାଜ୍ୟରେ କେନ୍ଦ୍ର ଭତ୍ତା ପାଉଛନ୍ତି ୨୦ ଲକ୍ଷ, ରାଜ୍ୟ ଭତ୍ତା ୨୮ ଲକ୍ଷ। ୨୮ ଲକ୍ଷ ଲୋକ ପାଇବେ ଆକାଉଣ୍ଟରେ, ୨୦ ଲକ୍ଷ ନଗଦ ଟଙ୍କାରେ। ଭତ୍ତା ଚୋରି ରୋକିବା ବାଟ ଭଣ୍ଡୁର ହେଉଛି କାହିଁକି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos