ଲାଲ୍‌ବାହିନୀ ବିରୋଧରେ ସ୍ୱର: ନକ୍ସଲବାଦ ନା ଆତଙ୍କବାଦ...

ନାରାୟଣପାଟଣା (ଓଡ଼ିଶା ରିପୋର୍ଟର): ଜାନୁଆରୀ ୨୬ ତାରିଖକୁ କଳାଦିବସ ଭାବେ ପାଳନ କରିବା ପାଇଁ ସିପିଆଇ ମାଓବାଦୀ ଆହ୍ୱାନ ଦେଇଛନ୍ତି। ଏଥିପାଇଁ ମାଓବାଦୀମାନେ କୋରାପୁଟ ଜିଲ୍ଲା ନାରାୟଣପାଟଣାର ଝାଞ୍ଜାବତୀ-ପୋଡ଼ାପଦର ରାସ୍ତାରେ ଲିଫ୍‌ଲେଟ୍‌ ପକାଇଛନ୍ତି। ତେବେ ଏହା ବିରୋଧରେ ଉଠିଛି ସ୍ୱର। ନକ୍ସଲବାଦ ନା ଆତଙ୍କବାଦ…? ଲେଖାଯାଇଥିବା ପୋଷ୍ଟର ନାରାୟଣପାଟଣାର ବିଭନ୍ନ କାନ୍ଥରେ ଲାଗିଥିବା ଦେଖିବାକୁ ମିଳିଛି। ମାତ୍ର କିଏ ପୋଷ୍ଟର ମାରିଛି, ତାହା ଜଣାପଡ଼ି ନାହିଁ। ପୋଷ୍ଟରରେ ଜୟରାମ ଖୋସ୍ଲା, ଜି.ଆପ୍ପା ରାଓ, ରାତୁନୁ ପିଡ଼ିଆ ଓ […]

maobadi

maobadi

Rakesh Mallick
  • Published: Sunday, 21 January 2018
  • Updated: 21 January 2018, 11:40 AM IST

Sports

Latest News

ନାରାୟଣପାଟଣା (ଓଡ଼ିଶା ରିପୋର୍ଟର): ଜାନୁଆରୀ ୨୬ ତାରିଖକୁ କଳାଦିବସ ଭାବେ ପାଳନ କରିବା ପାଇଁ ସିପିଆଇ ମାଓବାଦୀ ଆହ୍ୱାନ ଦେଇଛନ୍ତି। ଏଥିପାଇଁ ମାଓବାଦୀମାନେ କୋରାପୁଟ ଜିଲ୍ଲା ନାରାୟଣପାଟଣାର ଝାଞ୍ଜାବତୀ-ପୋଡ଼ାପଦର ରାସ୍ତାରେ ଲିଫ୍‌ଲେଟ୍‌ ପକାଇଛନ୍ତି। ତେବେ ଏହା ବିରୋଧରେ ଉଠିଛି ସ୍ୱର। ନକ୍ସଲବାଦ ନା ଆତଙ୍କବାଦ...? ଲେଖାଯାଇଥିବା ପୋଷ୍ଟର ନାରାୟଣପାଟଣାର ବିଭନ୍ନ କାନ୍ଥରେ ଲାଗିଥିବା ଦେଖିବାକୁ ମିଳିଛି। ମାତ୍ର କିଏ ପୋଷ୍ଟର ମାରିଛି, ତାହା ଜଣାପଡ଼ି ନାହିଁ।

ପୋଷ୍ଟରରେ ଜୟରାମ ଖୋସ୍ଲା, ଜି.ଆପ୍ପା ରାଓ, ରାତୁନୁ ପିଡ଼ିଆ ଓ ଜଗନ୍ନାଥ ଖରା ଅମର ରହେ ଲେଖାଯାଇଛି। ନଭେମ୍ୱର ୧୮, ନଭେମ୍ୱର ୨୨, ଏପ୍ରିଲ ୨୨ ଓ ଅଗଷ୍ଟ ୭ ତାରିଖରେ ଘଟିଥିବା ଲୋମହର୍ଷକାରୀ ଘଟଣାର ଫଟୋ ସହ ବ୍ୟାଖ୍ୟା କରାଯାଇଛି। ଏହି ଦିନ ଗୁଡ଼ିକରେ ଉପରୋକ୍ତ ୪ ଜଣଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ। ତେଣୁ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ ବଦଳରେ ଏହିସବୁ ଦିନ ଗୁଡ଼ିକୁ କଳା ଦିବସ ଭାବେ ପାଳିବାକୁ ପୋଷ୍ଟରରେ ଆହ୍ୱାନ ଦିଆଯାଇଛି।

ଜାନୁଆରୀ ୨୬ ତାରିଖକୁ କଳାଦିବସ ରୂପେ ପାଳନ କରିବାକୁ ଲାଲ୍‌ବାହିନୀ ଆହ୍ୱାନ ଦେଇଛି। ମାଓବାଦୀଙ୍କ ଏହି ଧମକପୂର୍ଣ୍ଣ ଲିଫ୍‌ଲେଟ୍‌ କୋରାପୁଟ୍‌ ଜିଲ୍ଲା ନାରାୟଣପାଟଣା ଥାନା ଝାଞ୍ଜାବତୀ-ପୋଡ଼ାପଦର ରାସ୍ତାରୁ ମିଳିଛି।  ଲିଫ୍‌ଲେଟ୍‌ରେ ଲେଖାଯାଇଛି, କୁନ୍ଦୁଲି ଗଣବଳାତ୍କାର ଘଟଣାକୁ ୩ ମାସ ବିତିଲାଣି। ହେଲେ ଏପର୍ଯ୍ୟନ୍ତ ଅଯୁକ୍ତଙ୍କୁ ପୋଲିସ ଗିରଫ କରିପାରି ନାହିଁ। କେବଳ ସେତିକି ନୁହେଁ, ପ୍ରାୟ ୩ ମାସ ଧରି ପୀଡ଼ିତାଙ୍କୁ ପୋଲିସ ଘେରରେ ରଖିଛନ୍ତି ସରକାର। ମହିଳା କର୍ମୀଙ୍କଠାରୁ ଆରମ୍ଭ କରି ଏସ୍‌ପି ଓ ଡିଆଇଜି ବୟାନ ବଦଳାଇବା ପାଇଁ ପୀଡ଼ିତାଙ୍କ ଉପରେ ମାନସିକ ଓ ଶାରୀରିକ ଚାପ ପକାଉଛନ୍ତି। ସେଥିପାଇଁ ମାଓବାଦୀମାନେ ଲିଫ୍‌ଲେଟ୍‌ ମାଧ୍ୟମରେ ଡିଆଇଜି ଓ ଏସ୍‌ପିଙ୍କ ଇସ୍ତଫା ଦାବି କରିଛନ୍ତି। ଏହାଛଡ଼ା କୋରାପୁଟ ସମେତ ଦକ୍ଷିଣ ଓଡ଼ିଶାରୁ ପୋଲିସ କ୍ୟାମ୍ପ ପ୍ରତ୍ୟାହାର ଓ ସୁଧଖୋର ମହାଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲିଫ୍‌ଲେଟ୍‌ରେ ଲେଖା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story