ଆର୍‌ଟିଓ କ୍ୟାମ୍ପସ ବାହାରେ ମୂଲଚାଲ କରୁଥିଲା ଦଲାଲ, ଏସ୍‌ପିଙ୍କ ହାତରେ ଧରାପଡ଼ିଲା

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପରିବହନ କାର୍ଯ୍ୟାଳୟ ପରିସର ନୁହେଁ, ଏବେ ଦୂରରେ ରହି ଅପରେଟ କରୁଛନ୍ତି ଦଲାଲ। ନୟାଗଡ଼ରୁ ଜଣେ ଦଲାଲ ଧରାପଡ଼ିବା ପରେ ଏଭଳି ଘଟଣା ସମ୍ନାକୁ ଆସିଛି। ଦଲାଲଙ୍କୁ ଧରିବା ପାଇଁ ଖୋଦ ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀ ଜାଲ ବିଛାଇ ଥିଲେ। ଜଣେ ବ୍ୟକ୍ତିଙ୍କୁ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବାକୁ ପଠାଇଥିଲେ ଏସ୍‌ପି। ତେବେ ଏସ୍‌ପିଙ୍କ ଏହି ଜାଲରେ ଫସି ଯାଇଥିଲେ ଦଲାଲ। ଡ୍ରାଇଭିଂ ଲାଇସେନ୍ସ ପାଇଁ ଟଙ୍କା ନେବା ବେଳେ ସାଧା ପୋଷାକରେ […]

nayagarh-sp-arrest-rto-dalal-from-out-side-of-rto-office

Manoranjan Sial
  • Published: Thursday, 31 October 2019
  • Updated: 31 October 2019, 11:00 PM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପରିବହନ କାର୍ଯ୍ୟାଳୟ ପରିସର ନୁହେଁ, ଏବେ ଦୂରରେ ରହି ଅପରେଟ କରୁଛନ୍ତି ଦଲାଲ। ନୟାଗଡ଼ରୁ ଜଣେ ଦଲାଲ ଧରାପଡ଼ିବା ପରେ ଏଭଳି ଘଟଣା ସମ୍ନାକୁ ଆସିଛି।

ଦଲାଲଙ୍କୁ ଧରିବା ପାଇଁ ଖୋଦ ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀ ଜାଲ ବିଛାଇ ଥିଲେ। ଜଣେ ବ୍ୟକ୍ତିଙ୍କୁ ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବାକୁ ପଠାଇଥିଲେ ଏସ୍‌ପି। ତେବେ ଏସ୍‌ପିଙ୍କ ଏହି ଜାଲରେ ଫସି ଯାଇଥିଲେ ଦଲାଲ। ଡ୍ରାଇଭିଂ ଲାଇସେନ୍ସ ପାଇଁ ଟଙ୍କା ନେବା ବେଳେ ସାଧା ପୋଷାକରେ ଥିବା ଏସ୍‌ପି ଦଲାଲକୁ ଗିରଫ କରିଛନ୍ତି। ଗିରଫ ଦଲାଲ ହେଉଛନ୍ତି ମୂରଲୀଧର ରାଉତ। ପୁଲିସ ତାଙ୍କଠାରୁ ୫୦ ହଜାରରୁ ଅଧିକ ଟଙ୍କା, ଲର୍ଣ୍ଣିଂ ଲାଇସେନ୍ସ ଓ ବହୁ କାଗଜପତ୍ର ଜବତ କରିଛି।

ଏସ୍‌ପି ଶଶିଭୂଷଣ ଶତପଥୀ କହିଛନ୍ତି-“ରାଜ୍ୟରେ 5T କାର୍ଯ୍ୟକାରୀ ହେବା ପରେ ଆର୍‌ଟିଓ ଅଫିସ କ୍ୟାମ୍ପସ ଦଲାଲ ମୁକ୍ତ ହୋଇଯାଇଛି। ହେଲେ ଦଲାଲମାନେ କ୍ୟାମ୍ପସ ବାହାରେ ନିଜର କାରବାର ଚଳାଇଥିବା ନେଇ ମୋ ପାଖରେ ଅଭିଯୋଗ ହେଉଥିଲା। ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ଟଙ୍କା ଜବତ କରିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story