ଭୁବନେଶ୍ୱରରୁ ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୪୨ ଲୋକାଲ୍‌ କେସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରୁ ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୪୭ ଜଣ କ୍ୱାରେଣ୍ଟାଇନ୍‌ରୁ ଓ ୧୪୨ ଲୋକାଲ୍‌ କେସ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୨୬୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected #COVID19 cases in the last 24 hrs under the BMC area on 23rd Oct 2020(till 9am). pic.twitter.com/KNv8GrmQ6F — […]

bmc

bmc

Manoranjan Sial
  • Published: Friday, 23 October 2020
  • Updated: 23 October 2020, 06:04 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରୁ ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ୪୭ ଜଣ କ୍ୱାରେଣ୍ଟାଇନ୍‌ରୁ ଓ ୧୪୨ ଲୋକାଲ୍‌ କେସ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ୨୬୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

https://twitter.com/bmcbbsr/status/1319590780101488640?s=20

ଆଚାର୍ଯ୍ୟ ବିହାରରୁ ୪, ବଡ଼ଗଡ଼ରୁ ୩, ବରମୁଣ୍ଡାରୁ ୬, ବମିଖାଲରୁ ୯, ଲକ୍ଷ୍ମୀସାଗରରୁ ୩, ଖଣ୍ଡଗିରିରୁ ୯, ଝାରପଡ଼ାରୁ ୪, ଜାଗମରାରୁ ୩, ଆଇଆର୍‌ସି ଭିଲେଜରୁ ୧୧, ନୟାପଲ୍ଲୀରୁ ୬, ନୀଳାଦ୍ରି ବିହାରରୁ ୪, ଓଲଡ୍‌ ଟାଉନରୁ ୬, ପଟିଆରୁ ୪, ରସୁଲଗଡ଼ରୁ ୩, ସହିଦ୍‌ ନଗରରୁ ୫, ଶୈଳଶ୍ରୀ ବିହାରରୁ ୪, ବାଣୀବିହାରରୁ ୩, ସତ୍ୟନଗରରୁ ୪ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୨୮୨୯୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୪୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୬୧୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୫୧୧ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story