୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ

ନୀଳଗିରି (ବିଶ୍ୱମ୍ୱର ଦାସ): ନୀଳଗିରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହରିରଙ୍କ ଚାଳିଆ ଭଙ୍ଗା ଘଟଣାକୁ ନେଇ ତହସିଲଦାରଙ୍କ ସହ ଯୁକ୍ତିତର୍କ ପରେ ଅନଶନରେ ବସିଥିବା ବିଧାୟକ ସୁକାନ୍ତ ନାୟକ ଏଥିରୁ ଓହରି ଯାଇଛନ୍ତି। ସେ ପ୍ରାୟ ୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଥିଲେ। ବାଲେଶ୍ୱର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ରାତି ପ୍ରାୟ ସାଢ଼େ ଏଗାରଟା ବେଳେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଧାୟକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବିଧାୟକ ଜୁସ୍‌ ପିଇ ଅନଶନ ଭାଙ୍ଗିଥିଲେ। ଅନଶନ […]

nilagiri

nilagiri

Jyoshna Pradhan
  • Published: Saturday, 05 October 2019
  • Updated: 05 October 2019, 08:22 AM IST

Sports

Latest News

ନୀଳଗିରି (ବିଶ୍ୱମ୍ୱର ଦାସ): ନୀଳଗିରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହରିରଙ୍କ ଚାଳିଆ ଭଙ୍ଗା ଘଟଣାକୁ ନେଇ ତହସିଲଦାରଙ୍କ ସହ ଯୁକ୍ତିତର୍କ ପରେ ଅନଶନରେ ବସିଥିବା ବିଧାୟକ ସୁକାନ୍ତ ନାୟକ ଏଥିରୁ ଓହରି ଯାଇଛନ୍ତି। ସେ ପ୍ରାୟ ୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଥିଲେ। ବାଲେଶ୍ୱର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ରାତି ପ୍ରାୟ ସାଢ଼େ ଏଗାରଟା ବେଳେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଧାୟକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବିଧାୟକ ଜୁସ୍‌ ପିଇ ଅନଶନ ଭାଙ୍ଗିଥିଲେ। ଅନଶନ ଭାଙ୍ଗିବା ପରେ ବିଧାୟକ ଭଙ୍ଗାଯାଇଥିବା ମହରିରଙ୍କ ଚାଳିଆକୁ ବୁଲି ଦେଖିଥିଲେ।

ବିଧାୟକ ଶ୍ରୀ ନାୟକ କହିଛନ୍ତି, “ଜିଲ୍ଲା ପ୍ରଶାସନକୁ ସିଦ୍ଧାନ୍ତ ନେବାକୁ ପଡ଼ିବ। ଲୋକଙ୍କ ହିତ ପାଇଁ ମହରିରଙ୍କ ଚାଳିଆ ତିଆରି କରିବାକୁ ପଡ଼ିବ। ଏଠି ତିଆରି ହେଉ ଅବା ଆଉ କେଉଁଠି- ସେମାନେ ଜାଗା ଦେବେ। ସେମାନେ ଏ ନେଇ ଯୋଜନା କରୁଛନ୍ତି। ସେମାନଙ୍କ ନିଷ୍ପତ୍ତିକୁ ଆମର ସମର୍ଥନ ରହିବ।”

ସୂଚନାଯୋଗ୍ୟ, ଗତକାଲି ନୀଳଗିରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହରିରଙ୍କ ଚାଳିଆକୁ ତହସିଲଦାର ସୁଶ୍ରୀତା ଟୁଡୁ ଉଚ୍ଛେଦ କରୁଥିବା ବେଳେ ନୀଳଗିରି ବିଧାୟକ ବିରୋଧ କରିଥିଲେ। ଏହାପରେ ବିଧାୟକ ଓ ତହସିଲଦାରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ବିଧାୟକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନଶନରେ ବସିଥିଲେ। ତହସିଲଦାର ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ସେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ବିଧାୟକ ପ୍ରଥମେ ତାଙ୍କ ଉପରକୁ ଆଙ୍ଗୁଳି ଉଠାଇଥିଲେ ବୋଲି ତହସିଲ୍‌ଦାର କହିଥିଲେ।  ଏ ଘଟଣା ନେଇ ନୀଳଗିରି ଥାନାରେ ପୃଥକ୍‌ ପୃଥକ୍‌ ୪ ଟି ମାମଲା ରୁଜୁ ହୋଇଥିବା ନୀଳଗିରି ଏସ୍‌ଡିପିଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story