ସମାଜରେ ଶିଶୁ ନିର୍ଯାତନା ଓ ଅତ୍ୟାଚାର ବଢ଼ୁଛି

ଭୁବନେଶ୍ୱର: ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ସମାଜରେ ଶିଶୁ ନିର୍ଯାତନା ଓ ଅତ୍ୟାଚାର କମିନି। ବରଂ ବଢ଼ି ଚାଲିଛି। ବର୍ତ୍ତମାନ ସମୟରେ ଶିଶୁଙ୍କ ସୁରକ୍ଷା ପାଇଁ ଧର୍ମଗୁରୁ, ରାଜନୈତିକ ବ୍ୟକ୍ତି ବିଶେଷ ଓ ସମାଜର ସବୁ ବର୍ଗ ସହଯୋଗ କରିବା ଆବଶ୍ୟକ ବୋଲି ନୋବେଲ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଥିଲେ,“ଦୁର୍ବଳ ଆଇନ୍‌ ବ୍ୟବସ୍ଥା ଯୋଗୁଁ ଶିଶୁମାନେ ଶୋଷଣରେ ଶିକାର ହେଉଛନ୍ତି। ଏହାର ମୁକାବିଲା ପାଇଁ ଯୁବ […]

kailash

kailash

Rakesh Mallick
  • Published: Tuesday, 07 March 2017
  • Updated: 07 March 2017, 08:42 PM IST

Sports

Latest News

ଭୁବନେଶ୍ୱର: ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ସମାଜରେ ଶିଶୁ ନିର୍ଯାତନା ଓ ଅତ୍ୟାଚାର କମିନି। ବରଂ ବଢ଼ି ଚାଲିଛି। ବର୍ତ୍ତମାନ ସମୟରେ ଶିଶୁଙ୍କ ସୁରକ୍ଷା ପାଇଁ ଧର୍ମଗୁରୁ, ରାଜନୈତିକ ବ୍ୟକ୍ତି ବିଶେଷ ଓ ସମାଜର ସବୁ ବର୍ଗ ସହଯୋଗ କରିବା ଆବଶ୍ୟକ ବୋଲି ନୋବେଲ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀ କହିଛନ୍ତି।

ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଥିଲେ,“ଦୁର୍ବଳ ଆଇନ୍‌ ବ୍ୟବସ୍ଥା ଯୋଗୁଁ ଶିଶୁମାନେ ଶୋଷଣରେ ଶିକାର ହେଉଛନ୍ତି। ଏହାର ମୁକାବିଲା ପାଇଁ ଯୁବ ଗୋଷ୍ଠୀଙ୍କୁ ନେଇ ଖୁବ୍‌ଶୀଘ୍ର ‘ହଣ୍ଡ୍ରେଡ୍‌ ମିଲିୟନ୍‌ ଫର୍‌ ହଣ୍ଡ୍ରେଡ୍‌ ମିଲିୟନ୍‌’ ଅଭିଯାନ୍‌ ଆରମ୍ଭ ହେବ।”

ପରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story