ଓଲଟିଲା ବସ୍;  ଓଡ଼ିଆ ଜୁଡ଼ୋ ଖେଳାଳି ଆହତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଣିପୁରର ଇମ୍ଫାଲରେ ଏକ ବସ୍ ଓଲଟି ପଡ଼ିବାରୁ ୨୦ ଜଣ ଓଡ଼ିଆ ଜୁଡୋ ଖେଳାଳି ଆହତ ହୋଇଛନ୍ତି। ଏହି ବସ୍‌ରେ କୋଚ୍‌, ମ୍ୟାନେଜର ଓ ଖେଳାଳିଙ୍କ ସହ ମୋଟ ୨୮ ଜଣ ଥିଲେ। ବସ୍‌ଟି ଇମ୍ଫାଲରୁ ଦିମାପୁର ଯିବା ବାଟରେ କୌଣସି କାରଣରୁ ଓଲଟି ପଡ଼ିଥିଲା। ଇମ୍ଫାଲରେ ଆହତ ଖେଳାଳିଙ୍କ ଚିକିତ୍ସା ପରେ ଟ୍ରେନ୍ ଯୋଗେ ସେମାନେ ଭୁବନେଶ୍ୱର ଫେରୁଥିବା ସୂଚନା ମିଳିଛି। ଗତ ୧୪ ତାରିଖରୁ ଅନୁଷ୍ଠିତ ହୋଇଥିବା ଜାତୀୟ ସବ୍ […]

accident

accident

Jyoshna Pradhan
  • Published: Sunday, 20 October 2019
  • Updated: 20 October 2019, 02:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଣିପୁରର ଇମ୍ଫାଲରେ ଏକ ବସ୍ ଓଲଟି ପଡ଼ିବାରୁ ୨୦ ଜଣ ଓଡ଼ିଆ ଜୁଡୋ ଖେଳାଳି ଆହତ ହୋଇଛନ୍ତି। ଏହି ବସ୍‌ରେ କୋଚ୍‌, ମ୍ୟାନେଜର ଓ ଖେଳାଳିଙ୍କ ସହ ମୋଟ ୨୮ ଜଣ ଥିଲେ। ବସ୍‌ଟି ଇମ୍ଫାଲରୁ ଦିମାପୁର ଯିବା ବାଟରେ କୌଣସି କାରଣରୁ ଓଲଟି ପଡ଼ିଥିଲା।

ଇମ୍ଫାଲରେ ଆହତ ଖେଳାଳିଙ୍କ ଚିକିତ୍ସା ପରେ ଟ୍ରେନ୍ ଯୋଗେ ସେମାନେ ଭୁବନେଶ୍ୱର ଫେରୁଥିବା ସୂଚନା ମିଳିଛି। ଗତ ୧୪ ତାରିଖରୁ ଅନୁଷ୍ଠିତ ହୋଇଥିବା ଜାତୀୟ ସବ୍ ଜୁନିୟର ଓ କ୍ୟାଡେଟ ଜୁଡୋ ଚାମ୍ପିୟନସିପରେ ଏହି ଖେଳାଳିମାନେ ଭାଗ ନେଇଥିଲେ।  ଏହି ଚାମ୍ପିୟନସିପ ୧୯ତାରିଖରେ ଶେଷ ହୋଇଯାଇଛି। ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଜୁଡ଼ୋ ଖେଳାଳି  ଅଂଶ ଗ୍ରହଣ କରିଥିଲେ।

ଓଡ଼ିଶା  ଜୁଡୋ ଆସୋସିଏସନ୍ ସିଇଓ ଗୀତାଞ୍ଜଳି ପଣ୍ଡା କହିଛନ୍ତି, “ପିଲାମାନେ ଗୁରୁତର ଆହତ ହୋଇଛନ୍ତି। ୨୮ ଜଣ ଥିଲେ। ହେଲେ ସମ୍ୱଲପୁରର ୩ ଜଣ ପିଲାଙ୍କୁ ତାଙ୍କ ପରିବାର ଲୋକେ ଫ୍ଲାଇଟ୍‌ରେ ନେଇ ଆସିଥିଲେ। ଯେଉଁମାନେ ଟ୍ରେନ୍‌ରେ ଆସୁଥିଲେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ୧୮ରୁ ୧୯ ପିଲା ଗୁରୁତର ଆହତ ହୋଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story