ବାତ୍ୟା ସମୟରେ ଗର୍ଭବତୀଙ୍କୁ ସାହା ହେଲେ ଅଗ୍ନିଶମ କର୍ମଚାରୀ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ପବନ ଜାରି ରହିଛି। କେନ୍ଦ୍ରାପଡ଼ାରେ ବି ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହୁଛି। ଏଭଳି ସମୟରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ମେଡିକାଲରେ ପହଞ୍ଚାଇବାକୁ ଅଗ୍ନିଶମ କର୍ମଚାରୀ ସହାୟତାର ହାତ ବଢାଇଛନ୍ତି। ଗର୍ଭବତୀଜଣକ ହେଲେ ରାଜକନିକା ଅଞ୍ଚଳର ସୁଶ୍ରୀ ସଙ୍ଗିତା।  ସୂଚନା ଅନୁସାରେ, ଆଜି ସକାଳେ ‘ବୁଲ୍‌ବୁଲ୍‌’ ପ୍ରଭାବରେ ବର୍ଷା ଓ ପବନ ହେଉଥିବାରୁ ରାସ୍ତାରେ ଯାତାୟତ […]

PREGNENT-1

PREGNENT-1

Niharika Rout
  • Published: Saturday, 09 November 2019
  • Updated: 09 November 2019, 02:55 PM IST

Sports

Latest News

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ପବନ ଜାରି ରହିଛି। କେନ୍ଦ୍ରାପଡ଼ାରେ ବି ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହୁଛି। ଏଭଳି ସମୟରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ମେଡିକାଲରେ ପହଞ୍ଚାଇବାକୁ ଅଗ୍ନିଶମ କର୍ମଚାରୀ ସହାୟତାର ହାତ ବଢାଇଛନ୍ତି। ଗର୍ଭବତୀଜଣକ ହେଲେ ରାଜକନିକା ଅଞ୍ଚଳର ସୁଶ୍ରୀ ସଙ୍ଗିତା। 

ସୂଚନା ଅନୁସାରେ, ଆଜି ସକାଳେ ‘ବୁଲ୍‌ବୁଲ୍‌’ ପ୍ରଭାବରେ ବର୍ଷା ଓ ପବନ ହେଉଥିବାରୁ ରାସ୍ତାରେ ଯାତାୟତ ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଥିଲା। ଏପରି ସମୟରେ ସୁଶ୍ରୀଙ୍କ ପ୍ରସବ ବେଦନା ଆରମ୍ଭ ହୋଇଯାଇଥିଲା। ହେଲେ ତାଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ଅଗ୍ନିଶମ ଗାଡ଼ିରେ ତାଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ସେମାନେ ପ୍ରଶଂସାର ପାତ୍ର ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story