ହାଲକା ନିଶାରେ ଝୁମିବେ ଯୁବପିଢ଼ି: ସରକାର ଆଣିଲେ ନୂଆ ନୀତି

ଭୁବନେଶ୍ୱର: ୨୦୧୭-୧୮ ବର୍ଷ ପାଇଁ ଆସିଲା ରାଜ୍ୟର ନୂଆ ଅବକାରୀ ନୀତି। ନୂଆ ନୀତି ଅନୁଯାୟୀ ଯୁବ ସମାଜକୁ ଆଲ୍‌କହଲ୍‌ ପାଇଁ ଡ୍ରଟ୍‌ ବା ହାଲ୍‌କା ବିଅର ବିକ୍ରିର ବ୍ୟବସ୍ଥା କରାଯାଇଛି। ରାଜ୍ୟର ୬ଟି ସହର ଭୁବନେଶ୍ୱର, କଟକ, ପୁରୀ, ସମ୍ୱଲପୁର, ରାଉରକେଲା ଓ ବ୍ରହ୍ମପୁରରେ ଡ୍ରଟ୍‌ ବିଅର ବିକ୍ରି କରାଯିବ। ସେହିପରି ଏୟାରପୋର୍ଟ, ଥ୍ରି-ଷ୍ଟାର ହୋଟେଲ ଓ ସପିଂ ମଲ୍‌ରେ ପ୍ରଥମ ଥର ପାଇଁ ମଡେଲ ପ୍ରିମିୟମ୍‌ ଲିକର ସପ୍‌ ଖୋଲାଯିବ। ପାଉଚ୍‌ ମଦ ବ୍ୟବସାୟକୁ […]

rear

rear

Rakesh Mallick
  • Published: Monday, 27 March 2017
  • Updated: 28 March 2017, 11:03 AM IST

Sports

Latest News

ଭୁବନେଶ୍ୱର: ୨୦୧୭-୧୮ ବର୍ଷ ପାଇଁ ଆସିଲା ରାଜ୍ୟର ନୂଆ ଅବକାରୀ ନୀତି। ନୂଆ ନୀତି ଅନୁଯାୟୀ ଯୁବ ସମାଜକୁ ଆଲ୍‌କହଲ୍‌ ପାଇଁ ଡ୍ରଟ୍‌ ବା ହାଲ୍‌କା ବିଅର ବିକ୍ରିର ବ୍ୟବସ୍ଥା କରାଯାଇଛି। ରାଜ୍ୟର ୬ଟି ସହର ଭୁବନେଶ୍ୱର, କଟକ, ପୁରୀ, ସମ୍ୱଲପୁର, ରାଉରକେଲା ଓ ବ୍ରହ୍ମପୁରରେ ଡ୍ରଟ୍‌ ବିଅର ବିକ୍ରି କରାଯିବ। ସେହିପରି ଏୟାରପୋର୍ଟ, ଥ୍ରି-ଷ୍ଟାର ହୋଟେଲ ଓ ସପିଂ ମଲ୍‌ରେ ପ୍ରଥମ ଥର ପାଇଁ ମଡେଲ ପ୍ରିମିୟମ୍‌ ଲିକର ସପ୍‌ ଖୋଲାଯିବ। ପାଉଚ୍‌ ମଦ ବ୍ୟବସାୟକୁ ନିରୁତ୍ସାହିତ କରାଯିବାକୁ ନୂଆ ନୀତିରେ ବ୍ୟବସ୍ଥା ହୋଇଛି। ଏଣିକି ହୋଟେଲ ଓ କ୍ଲବରେ ଅତିରିକ୍ତ ବାର୍‌ ଖୋଲିବାକୁ ଅନୁମତି ମିଳିବ।

ଜାତୀୟ ରାଜପଥଠାରୁ ୫୦୦ ମିଟର ଦୂତରେ ମଦ ଦୋକାନ ନରହିବାକୁ ଥିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରାଯିବା ପାଇଁ ନୀତିରେ ବ୍ୟବସ୍ଥା ରହିଛି। ସ୍ଥାନୀୟ ଉତ୍ପାଦନ ଓ ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଇଣ୍ଡିଆନ୍‌ ମେଡ଼୍‌ ଫରେନ୍‌ ଲିକର ବା ଆଇଏମ୍‌ଏଫ୍‌ଏଲ୍‌ ଉପରେ ଆମଦାନୀ ଶୁଳ୍କକୁ ବଢ଼ାଇ ଦିଆଯାଇଛି। ସେହିପରି ମଦ ବିକ୍ରି ସ୍ଥାନରେ ଅପ୍‌ ଟୁ ଡେଟ୍‌ ରେଟ୍‌ ଚାର୍ଟ ରହିବ ଏବଂ ବିକ୍ରି ସମୟରେ କ୍ୟାସ ମେମୋକୁ ବାଧ୍ୟତାମୂଳକ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story