ସମାଲୋଚନା ପରେ ସରକାର ଚେତିଲେ, ଦେଲେ ସଫେଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ସମ୍ପର୍କରେ ନିଜର ଅଫିସରଙ୍କୁ ଅବଗତ ଓ ତାଗିଦ୍ କରିବା ଆଳରେ ଲେଖିଥିବା ଚିଠିକୁ ନେଇ ଗଣମାଧ୍ୟମରେ ତୀବ୍ର ସମାଲୋଚନା ହେବାପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଏହାସହିତ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ସମ୍ପର୍କରେ ମତାମତ ଦେବା କାର୍ଯ୍ୟ ରାଜ୍ୟ ସରକାରଙ୍କ ନୁହେଁ ବରଂ ଭାରତୀୟ ରିଜର୍ଭ ବ୍ୟାଙ୍କଙ୍କର ବୋଲି ସଫେଇ ଦେଇଛନ୍ତି। ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିକୁ ନେଇ ସାଧାରଣରେ କାହାରିକୁ ଆଶଙ୍କିତ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି […]

secretariat-odisha-750x430

secretariat-odisha-750x430

Manoranjan Sial
  • Published: Saturday, 26 October 2019
  • Updated: 26 October 2019, 07:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ସମ୍ପର୍କରେ ନିଜର ଅଫିସରଙ୍କୁ ଅବଗତ ଓ ତାଗିଦ୍ କରିବା ଆଳରେ ଲେଖିଥିବା ଚିଠିକୁ ନେଇ ଗଣମାଧ୍ୟମରେ ତୀବ୍ର ସମାଲୋଚନା ହେବାପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଏହାସହିତ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ସମ୍ପର୍କରେ ମତାମତ ଦେବା କାର୍ଯ୍ୟ ରାଜ୍ୟ ସରକାରଙ୍କ ନୁହେଁ ବରଂ ଭାରତୀୟ ରିଜର୍ଭ ବ୍ୟାଙ୍କଙ୍କର ବୋଲି ସଫେଇ ଦେଇଛନ୍ତି। ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିକୁ ନେଇ ସାଧାରଣରେ କାହାରିକୁ ଆଶଙ୍କିତ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାର ୨୧ତାରିଖରେ ବ୍ୟାଙ୍କଗୁଡ଼ିକର ସ୍ଥିତିକୁ ନେଇ ଯେଉଁ ଚିଠି ବିଭିନ୍ନ ବିଭାଗକୁ ଲେଖିଥିଲେ ତାକୁ ଆଧାର କରି ‘ଓଡ଼ିଶା ରିପୋର୍ଟର’ ସର୍ବପ୍ରଥମେ ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରି ସେହିଦିନ “ ବ୍ୟାଙ୍କ ଡୁବିଯିବ: ଅଫିସରଙ୍କୁ ତାଗିଦ୍ ଆଳରେ ଶେଷରେ ଲୋକଙ୍କୁ ଡରାଇଲେ ସରକାର” ଶୀର୍ଷକ ଏକ ଖବର ପ୍ରକାଶିତ କରିଥିଲା।

ସୂଚନା ଅନୁସାରେ, ରାଜ୍ୟ ଅର୍ଥ ସଚିବ ଏକେକେ ମୀନା ଗତକାଲି ପୁଣିଥରେ ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ଗତ ୨୧ତାରିଖରେ ସେ ଲେଖିଥିବା ଚିଠିର ସ୍ପଷ୍ଟୀକରଣ ଦେଇଛନ୍ତି। ଗତ ୨୧ତାରିଖରେ ଶ୍ରୀ ମୀନା ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିକୁ ନେଇ ଚିଠିରେ ଯେଉଁ ଆଶଙ୍କା ବ୍ୟକ୍ତ କରିଥିଲେ ତାହା ରାଜ୍ୟ ସରକାରଙ୍କ ପକ୍ଷେ କରିବା ଅନୁଚିତ୍ ଥିଲା ବୋଲି ପରୋକ୍ଷରେ ସ୍ୱୀକାର କରିଛନ୍ତି। ‘ଓଡ଼ିଶା ରିପୋର୍ଟର’ ଶ୍ରୀ ମୀନାଙ୍କ ୨୧ତାରିଖ ଚିଠିକୁ ଉଦ୍ଧାର କରି ସେହିଦିନ ରାଜ୍ୟ ସରକାରଙ୍କୁ ୩ଟି ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିଲା। ବ୍ୟାଙ୍କର ଆର୍ଥିକ ସ୍ଥିତାବସ୍ଥାର ଯାଞ୍ଚ ରାଜ୍ୟ ସରକାର କରିଛନ୍ତି କି, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ସହ ଏନେଇ ଯୋଗାଯୋଗ ହୋଇଛି କି ଓ ସରକାରଙ୍କ ଦ୍ୱାରା ପ୍ୟାନେଲଭୁକ୍ତ ହୋଇଥିବା ବ୍ୟାଙ୍କଗୁଡ଼ିକ ସହ କାରବାର ଛିନ୍ନ ପାଇଁ କାହିଁକି ନିଷ୍ପତ୍ତି ହୋଇନି ବୋଲି ପ୍ରଶ୍ନ କରାଯାଇଥିଲା। ଅର୍ଥ ସଚିବଙ୍କ ୨୧ତାରିଖର ଚିଠି କେବଳ ସାଧାରଣ ଲୋକଙ୍କୁ ଭୟଭୀତ କରିବା ଓ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇବା ମଧ୍ୟରେ ସୀମିତ ଥିଲା।

ମାତ୍ର ୨୫ତାରିଖରେ ଶ୍ରୀ ମୀନା ପୁଣିଥରେ ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ନିଜର ୨୧ତାରିଖ ଚିଠିରେ ଲେଖିଥିବା ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନ ଭିତ୍ତିରେ ରାଜ୍ୟ ସରକାର ନିଜର କାରବାର ପାଇଁ ସେସବୁ ବ୍ୟାଙ୍କକୁ ପ୍ୟାନେଲଭୁକ୍ତ କରିଛନ୍ତି । ୨୧ତାରିଖ ଚିଠିରେ କେବଳ ନୂଆ ଆକାଉଣ୍ଟ୍ ନଖୋଲିବା ଓ ବିନା କାରଣରେ ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ଅର୍ଥ ସ୍ଥାନାନ୍ତର ଓ ଟ୍ରେଜେରୀରୁ ଅର୍ଥ ନଉଠାଣ କରିବା ପାଇଁ ପରାମର୍ଶ ଦିଆଯାଇଥିଲା ବୋଲି ଶ୍ରୀ ମୀନା ସ୍ପଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story