କରୋନା ଯୋଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ୱେବସାଇଟ୍ ଖୋଲିଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ଓ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବାବେଳେ ଆଜି ଆଉ ପାଦେ ଆଗେଇ ଯାଇ କରୋନା ଯୋଦ୍ଧାଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ୱେବସାଇଟ୍ ଲୋକାର୍ପଣ କରିଛନ୍ତି। କରୋନା ମୁକାବିଲା ପାଇଁ ମାନବିକ ସହାୟତା ଯୋଗାଇ ଦେବାକୁ ଯେଉଁ ସଂସ୍ଥା ଅବା ବ୍ୟକ୍ତିବିଶେଷ ଇଚ୍ଛୁକ ଥିବେ ସେମାନେ ଏହି ୱେବସାଇଟ୍ ମାଧ୍ୟମରେ ନିଜକୁ ପଞ୍ଜିକରଣ କରି ସେମାନଙ୍କର ସେବା ଯୋଗାଇ ପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ […]

corona

corona

Tapaswini Nayak
  • Published: Saturday, 25 April 2020
  • Updated: 25 April 2020, 07:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ଓ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବାବେଳେ ଆଜି ଆଉ ପାଦେ ଆଗେଇ ଯାଇ କରୋନା ଯୋଦ୍ଧାଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ୱେବସାଇଟ୍ ଲୋକାର୍ପଣ କରିଛନ୍ତି। କରୋନା ମୁକାବିଲା ପାଇଁ ମାନବିକ ସହାୟତା ଯୋଗାଇ ଦେବାକୁ ଯେଉଁ ସଂସ୍ଥା ଅବା ବ୍ୟକ୍ତିବିଶେଷ ଇଚ୍ଛୁକ ଥିବେ ସେମାନେ ଏହି ୱେବସାଇଟ୍ ମାଧ୍ୟମରେ ନିଜକୁ ପଞ୍ଜିକରଣ କରି ସେମାନଙ୍କର ସେବା ଯୋଗାଇ ପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏହି ୱେବସାଇଟ www.covidsangramee.odisha.gov.in କୁ ଉନ୍ମୋଚନ କରିଛନ୍ତି। ଯେଉଁ ଲୋକ ଅବା ସଂସ୍ଥା କରୋନା ମହାମାରୀ ସମୟରେ ସ୍ୱଇଚ୍ଛାରେ ମାନବିକ ସହଯୋଗ ଅବା ସେବା ଯୋଗାଇବାକୁ ଆଗେଇ ଆସିବେ ସେମାନେ ଏହି ୱେବସାଇଟକୁ ଯାଇ ନିଜକୁ ପଞ୍ଜିକରଣ କରିପାରିବେ। ସେମାନେ କେଉଁ ଅଂଚଳରେ ଲୋକଙ୍କ ସେବା କରିବେ ତାହା ଉଲ୍ଲେଖ କରିବେ। ଘରେ ରହି ମଧ୍ୟ ବିଭିନ୍ନ ସ୍ୱେଚ୍ଛାସେବୀ ଲୋକଙ୍କ ପାଇଁ କାମ କରିପାରିବେ। ଏହି ୱେବସାଇଟରେ ପଞ୍ଜିକରଣ କରି ସମ୍ପୃକ୍ତ ସଂସ୍ଥା ବା ବ୍ୟକ୍ତି ବିଭିନ୍ନ ରିଲିଫ କ୍ୟାମ୍ପରେ ବି ସେବା ଯୋଗାଇପାରିବେ। କରୋନା ସମ୍ପର୍କିତ ସୂଚନା ଅବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଦେଇ ମଧ୍ୟ ଲୋକଙ୍କୁ ସଚେତନ କରାଇପାରିବେ। କରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଏହି ପଞ୍ଜିକୃତ ବ୍ୟକ୍ତି ବା ସଂସ୍ଥା ଜଣେଜଣେ ଯୋଦ୍ଧା ଭଳି ସାମିଲ ହୋଇ ସହଯୋଗର ହାତ ବଢ଼ାଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କରୋନା ମହାମାରୀର ମୁକାବିଲା ଦିଗରେ ସହଯୋଗ ନିମନ୍ତେ ଅପିଲ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story