ନୂଆ ଜୀବନ ପାଇବ ଓଟିଏମ

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ହାଇକୋର୍ଟଙ୍କ ରାୟ ପରେ ହିଁ ଚୌଦ୍ୱାର ସ୍ଥିତ ଓଡ଼ିଶା ଟେକ୍ସଟାଇଲ ମିଲ୍‌(ଓଟିଏମ୍‌)ର ପୁନରୁଦ୍ଧାର କରାଯିବ। ଏଠାରେ ଏକ ଇଣ୍ଟିଗ୍ରେଟେଡ୍‌ ପାର୍କ ପ୍ରତିଷ୍ଠା କରିବାକୁ ସରକାର ଯୋଜନା ରଖିଛନ୍ତି। ଓଟିଏମ୍‌ ପୁନରୁଦ୍ଧାର ନେଇ ଶିଳ୍ପ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୦୦୧ରୁ ଓଟିଏମ୍‌ ମାମଲା ହାଇକୋର୍ଟରେ ବିଚାରଧୀନ ରହିଥିଲା। ତେବେ ଗତ ୨ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଓଟିଏମ୍‌ ପୁନରୁଦ୍ଧାର ପାଇଁ ସରକାର […]

odisha textile mills

odisha textile mills

Rakesh Mallick
  • Published: Tuesday, 11 April 2017
  • Updated: 11 April 2017, 10:59 PM IST

Sports

Latest News

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ହାଇକୋର୍ଟଙ୍କ ରାୟ ପରେ ହିଁ ଚୌଦ୍ୱାର ସ୍ଥିତ ଓଡ଼ିଶା ଟେକ୍ସଟାଇଲ ମିଲ୍‌(ଓଟିଏମ୍‌)ର ପୁନରୁଦ୍ଧାର କରାଯିବ। ଏଠାରେ ଏକ ଇଣ୍ଟିଗ୍ରେଟେଡ୍‌ ପାର୍କ ପ୍ରତିଷ୍ଠା କରିବାକୁ ସରକାର ଯୋଜନା ରଖିଛନ୍ତି। ଓଟିଏମ୍‌ ପୁନରୁଦ୍ଧାର ନେଇ ଶିଳ୍ପ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

୨୦୦୧ରୁ ଓଟିଏମ୍‌ ମାମଲା ହାଇକୋର୍ଟରେ ବିଚାରଧୀନ ରହିଥିଲା। ତେବେ ଗତ ୨ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଓଟିଏମ୍‌ ପୁନରୁଦ୍ଧାର ପାଇଁ ସରକାର ତତ୍ପରତା ଦେଖାଇଥିଲେ। ଓଟିଏମ୍‌ରେ ୩୩୩୯ ଜଣ କର୍ମଚାରୀ ଥିବା ବେଳେ ୩୦୧୨ ଜଣ ଭିଆରଏସ୍‌ ନେଇସାରିଲେଣି। ତେବେ ଅନ୍ୟ କର୍ମଚାରୀଙ୍କ ଥାଇଥାନ ନେଇ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story