ଓଜେଇଇ ପାଇଁ ଆଜିଠୁ ଅନଲାଇନ୍ ଆବେଦନ

ଭୁବନେଶ୍ୱର: ମେ’ ୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ପାଇଁ ଆଜିଠୁ ଅନଲାଇନ୍ ଆବେଦନ କରାଯିବ। ଆବେଦନକାରୀ www.oJEE.NIC.IN ରେ ଆବେଦନ କରିପାରିବେ। ମାର୍ଚ୍ଚ ୧୦ ଆବେଦନର ଶେଷ ତାରିଖ। ଏପ୍ରିଲ ୨୦ରୁ ପରୀକ୍ଷାର୍ଥୀ ଆଡମିଟକାର୍ଡ  ୱେବସାଇଟରୁ ଡାଉନ୍‌ଲୋଡ୍ କରିପାରିବେ। ଏଥିରେ ଇଞ୍ଜିନିୟରିଂ ଏବଂ ମେଡିକାଲ୍ ପାଠ୍ୟକ୍ରମ ବ୍ୟତୀତ ଏମସିଏ, ଏମଟେକ୍ ଏବଂ ହୋମିଓପାଥିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା କରାଯାଉଛି। ଜୁନ୍ ପ୍ରଥମ ସପ୍ତାହରେ […]

ojje

ojje

Rakesh Mallick
  • Published: Friday, 05 February 2016
  • Updated: 05 February 2016, 05:31 AM IST

Sports

Latest News

ଭୁବନେଶ୍ୱର: ମେ’ ୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ପାଇଁ ଆଜିଠୁ ଅନଲାଇନ୍ ଆବେଦନ କରାଯିବ। ଆବେଦନକାରୀ www.oJEE.NIC.IN ରେ ଆବେଦନ କରିପାରିବେ। ମାର୍ଚ୍ଚ ୧୦ ଆବେଦନର ଶେଷ ତାରିଖ। ଏପ୍ରିଲ ୨୦ରୁ ପରୀକ୍ଷାର୍ଥୀ ଆଡମିଟକାର୍ଡ  ୱେବସାଇଟରୁ ଡାଉନ୍‌ଲୋଡ୍ କରିପାରିବେ। ଏଥିରେ ଇଞ୍ଜିନିୟରିଂ ଏବଂ ମେଡିକାଲ୍ ପାଠ୍ୟକ୍ରମ ବ୍ୟତୀତ ଏମସିଏ, ଏମଟେକ୍ ଏବଂ ହୋମିଓପାଥିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା କରାଯାଉଛି। ଜୁନ୍ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଓଜେଇ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story