କର୍କଟ ଉପରେ ଯେବେ ରାଜ୍ କରନ୍ତି ରାଜେଶ୍ୱରୀ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମନରେ ଅଦମନୀୟ ସାହସ, ଈଶ୍ୱରଙ୍କ ପ୍ରତି ଅସୀମ ବିଶ୍ୱାସ ଏବଂ ଲଢ଼େଇ କରିବାର ଦମ୍ଭ ନେଇ ସେ ଆଗକୁ ବଢ଼ିଚାଲିଛନ୍ତି। ତାଙ୍କ ଦୃଢ଼ ମନୋବଳ ଆଗରେ କର୍କଟ ଭଳି ଏକ ଭୟାନକ ରୋଗ ହାର ମାନିଯାଇଛି। ଯେଉଁ ରୋଗରେ ଜୀବନ ପାଣିଫୋଟକା ସହ ସମାନ ବୋଲି କୁହାଯାଏ ସେଇ ରୋଗକୁ ସେ ହରାଇ ଦେଇଛନ୍ତି। ସେ ହେଉଛନ୍ତି ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟମହାପାତ୍ର। କ୍ୟାନ୍ସର ନାଁ ଶୁଣିଲେ ହିଁ ସମସ୍ତେ ଡରି ଯାଆନ୍ତି । ଭାବନ୍ତି […]

rjkl

rjkl

Tapas Behera
  • Published: Wednesday, 05 February 2020
  • Updated: 05 February 2020, 09:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମନରେ ଅଦମନୀୟ ସାହସ, ଈଶ୍ୱରଙ୍କ ପ୍ରତି ଅସୀମ ବିଶ୍ୱାସ ଏବଂ ଲଢ଼େଇ କରିବାର ଦମ୍ଭ ନେଇ ସେ ଆଗକୁ ବଢ଼ିଚାଲିଛନ୍ତି। ତାଙ୍କ ଦୃଢ଼ ମନୋବଳ ଆଗରେ କର୍କଟ ଭଳି ଏକ ଭୟାନକ ରୋଗ ହାର ମାନିଯାଇଛି। ଯେଉଁ ରୋଗରେ ଜୀବନ ପାଣିଫୋଟକା ସହ ସମାନ ବୋଲି କୁହାଯାଏ ସେଇ ରୋଗକୁ ସେ ହରାଇ ଦେଇଛନ୍ତି। ସେ ହେଉଛନ୍ତି ଓଡ଼ିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟମହାପାତ୍ର। କ୍ୟାନ୍ସର ନାଁ ଶୁଣିଲେ ହିଁ ସମସ୍ତେ ଡରି ଯାଆନ୍ତି । ଭାବନ୍ତି ଏହା କେବେ ଭଲ ହେବ ନାହିଁ। କିନ୍ତୁ ଏହି କଥାକୁ ସେ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି  ।

ସେ କହିଛନ୍ତି ଯେ, ଯଦି ଜଣେ ରୋଗୀ ଭାବିବ ମୋର କିଛି ହେବନି। ତେବେ କିଛି ହେବନି। ସେ କହିଛନ୍ତି ଯେ, ମୋ ଲଢ଼େଇ ପଛରେ ପୂରା ପରିବାର ଅଛି। ସବୁବନ୍ଧୁ ବାନ୍ଧବ ଓ ଶୁଭେଚ୍ଛୁକମାନେ ମୋ ପଛରେ ଠିଆ ହୋଇ ମୋତେ ସାହସ ଦେଇଛନ୍ତି।  ଯିଏ ଜନ୍ମ ଦେଇଛନ୍ତି ସେ ହିଁ ବଞ୍ଚିବାର ରାହା ଦେଇଛନ୍ତି। ଯେତେବେଳେ କୌଣସି ସମସ୍ୟା ଆସେ ସେଇ ସମସ୍ୟା ସହ ଲଢ଼ିବା ପାଇଁ ସେ ହିଁ ଶକ୍ତି ଯୋଗାନ୍ତି। ଭଗବାନଙ୍କ ବିନା ଆମର କିଛି ଅସ୍ତିତ୍ୱ ନାହିଁ। ଏଥିପାଇଁ ଡାକ୍ତରଙ୍କ ଉଦ୍ୟମ ମଧ୍ୟ ପ୍ରଶଂସନୀୟ। କର୍କଟ ରୋଗୀମାନଙ୍କୁ ସର୍ବଦା ମୋରାଲ ସପୋର୍ଟ ଦିଆଯିବା କଥା। ତୁମେ ଭଲ ହୋଇ ଯିବ ବୋଲି କୁହାଯିବା କଥା ବୋଲି ସେ କହିଛନ୍ତି। ଉଭୟ ରୂପେଲି ଓ ଟେଲିଭିଜନ ପରଦାରେ ବେଶ ନାମକରା ଅଭିନେତ୍ରୀ ହେଉଛନ୍ତି ରାଜେଶ୍ୱରୀ ରାୟ।

ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ’, ‘ଆରେ ସାଥୀ ଆ’, ‘ବ୍ଲାକ୍‌ମେଲ୍‌’ରେ ସେ ଜବରଦସ୍ତ ଅଭିନୟ କରିଛନ୍ତି।ସେହିପରି ଧାରାବାହିକ ‘ଉଆଁସୀ କନ୍ୟା’, ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’, ‘କୁମ୍‌କୁମ୍‌’ ଇତ୍ୟାଦିରେ ରାଜେଶ୍ୱରୀଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ରାଜେଶ୍ୱରୀ ୨୦୧୯ ମେ ମାସରେ  କର୍କଟ ରୋଗରେ ପୀଡ଼ିତ ହୋଇଥିଲେ।

ଏକଥା ସେ ତାଙ୍କ ଫେସ୍‌ବୁକ୍‌ରେ ଲେଖି ଫ୍ୟାନ୍‌ ମାନଙ୍କୁ ଜଣାଇଥିଲେ। ସେ ଲେଖିଥିଲେ ଯେ, ମୁଁ ବ୍ରେନ୍ ଓ ଲଙ୍ଗ୍ କ୍ୟାନସର ସହିତ ଲଢ଼େଇ କରୁଛି। ମୁଁ ନିଶ୍ଚିତ ଯେ ଏ ଲଢ଼େଇରେ ମୁଁ ଜିତିବି। କ୍ୟାନ୍‌ସର ଭଳି ଦୁରାରୋଗ୍ୟର ଶିକାର ହୋଇ ବି ସେ ହାର୍‌ ମାନି ନଥିଲେ। ବରଂ ଆଗଠାରୁ ଅଧିକ ଶକ୍ତିଶାଳୀ ହୋଇଛନ୍ତି। ଆଉ ଲଢ଼େଇ କରିବାର ସାହାସ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story