ଦୁର୍ଘଟଣାରେ ଚାଲିଗଲା ବିଜୟଙ୍କ ଜୀବନ

ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ଏନ୍‌ଏଚ୍‌ ୨୦ ସାଇଁକୁଳ ଛକ ନିକଟରେ ଭାରସାମ୍ୟ ହରାଇ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ୍‌ ଚାଳକଙ୍କ ମୁତ୍ୟୁ ଘଟିଛି। ତାଙ୍କ ନାଁ  ବିଜୟ ଜେନା। ତାଙ୍କ ଘର ବାତୋ ପଞ୍ଚାୟତ ଅଞ୍ଜର ଗାଁରେ। ବିଜୟ କୌଣସି କାମରେ ଗତକାଲି ସନ୍ଧ୍ୟାରେ ଆନନ୍ଦପୁର ଆସି ଘରକୁ ଫେରିବା ସମୟରେ ସାଇଁକୁଳ ଛକ ନିକଟରେ ତାଙ୍କ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସାଇଁକୁଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି […]

accident

accident

Jyoshna Pradhan
  • Published: Saturday, 12 October 2019
  • Updated: 12 October 2019, 01:43 PM IST

ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ଏନ୍‌ଏଚ୍‌ ୨୦ ସାଇଁକୁଳ ଛକ ନିକଟରେ ଭାରସାମ୍ୟ ହରାଇ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ୍‌ ଚାଳକଙ୍କ ମୁତ୍ୟୁ ଘଟିଛି। ତାଙ୍କ ନାଁ  ବିଜୟ ଜେନା। ତାଙ୍କ ଘର ବାତୋ ପଞ୍ଚାୟତ ଅଞ୍ଜର ଗାଁରେ।

ବିଜୟ କୌଣସି କାମରେ ଗତକାଲି ସନ୍ଧ୍ୟାରେ ଆନନ୍ଦପୁର ଆସି ଘରକୁ ଫେରିବା ସମୟରେ ସାଇଁକୁଳ ଛକ ନିକଟରେ ତାଙ୍କ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସାଇଁକୁଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ କଟକ ଯିବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story