କାର୍ତ୍ତିକେଶ୍ୱର ଭସାଣ ବେଳେ ଉତ୍ତେଜନା, ମରଣାନ୍ତକ ଆକ୍ରମଣ

ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଖୁଣ୍ଟୁଣୀରେ ଗତକାଲି ବିଳମ୍ୱିତ ରାତିରେ କାର୍ତ୍ତିକେଶ୍ୱର ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଉତ୍ତେଜନାମୂଳକ ପରିସ୍ଥିତି ହୋଇଥିଲା। ୨ ସାହି ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତରଜଣକ ହେଉଛନ୍ତି ମହାଦେବ ସାହିର ଶୁଭେନ୍ଦୁ ସାହୁ।  ସେ ମହାଦେବ ସାହି ପୂଜା କମିଟିର ସଦସ୍ୟ ଅଛନ୍ତି। କୈବର୍ତ୍ତ ସାହିଠାରେ ତାଙ୍କୁ ଜଣେ ଯୁବକ ଫାର୍ସାରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ।  ଚଳିତବର୍ଷ  ଭସାଣି ଶୋଭାଯାତ୍ରାରେ ୧୬ଟି ମେଢ଼ ସାମିଲ […]

police

police

Jyoshna Pradhan
  • Published: Saturday, 23 November 2019
  • Updated: 23 November 2019, 09:23 AM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଖୁଣ୍ଟୁଣୀରେ ଗତକାଲି ବିଳମ୍ୱିତ ରାତିରେ କାର୍ତ୍ତିକେଶ୍ୱର ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଉତ୍ତେଜନାମୂଳକ ପରିସ୍ଥିତି ହୋଇଥିଲା। ୨ ସାହି ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତରଜଣକ ହେଉଛନ୍ତି ମହାଦେବ ସାହିର ଶୁଭେନ୍ଦୁ ସାହୁ।  ସେ ମହାଦେବ ସାହି ପୂଜା କମିଟିର ସଦସ୍ୟ ଅଛନ୍ତି। କୈବର୍ତ୍ତ ସାହିଠାରେ ତାଙ୍କୁ ଜଣେ ଯୁବକ ଫାର୍ସାରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। 

ଚଳିତବର୍ଷ  ଭସାଣି ଶୋଭାଯାତ୍ରାରେ ୧୬ଟି ମେଢ଼ ସାମିଲ ହୋଇଥିଲେ। ତେବେ ନିର୍ଦ୍ଧାରିତ ସମୟରେ ମେଢ଼ଗୁଡିକ ଶୋଭାଯାତ୍ରାରେ ଗାଁ ପରିକ୍ରମା କରୁଥିବା ବେଳେ ଜେନେକା ସାହିଠାରେ ସେହି ସାହିର ବିକାଶ ଦଳେଇ ନାମକ ଯୁବକ ମହାଦେବ ସାହି ପୂଜା କମିଟିର କିଛି ସଦସ୍ୟଙ୍କୁ ଠେଲାପେଲା କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହେବାରୁ ପୁଲିସ୍ ପହଞ୍ଚି ଆପୋଷ ବୁଝାମଣା କରିଥିଲା।

ମାତ୍ର କିଛି ସମୟ ପରେ ବିକାଶ କୈବର୍ତ୍ତ ସାହି ଛକ ଠାରେ ହାତରେ ଫାର୍ସା ଧରି ପହଞ୍ଚିଥିଲେ। ସେଠାରେ ସେ ମହାଦେବ ସାହି ପୂଜା କମିଟି ସଦସ୍ୟ ଶୁଭେନ୍ଦୁ ସାହୁଙ୍କ  ମୁଣ୍ଡ, ମୁହଁ, ଓ ହାତକୁ ଚୋଟ ପରେ ଚୋଟ ପକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।  ଶୁଭେନ୍ଦୁଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ଖୁଣ୍ଟୁଣୀର ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ପୁଲିସ୍‌ ଆକ୍ରମଣକାରୀ ଯୁବକଙ୍କୁ ଧରିବାକୁ ତନାଘନା ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story